ଯାଜପୁରରୋଡ କେଉଁଝର ରୋଡ ରେଳ ଧାରଣାରେ କଟି ଜଣେ ମୃତ
ବ୍ୟାସନଗର,୨୪/୬(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁରରୋଡର ଚୂନଭାଟି ପ୍ଲଟ ନିକଟସ୍ଥ ରେଳଧାରଣାରେ ଆଜି ସକାଳୁ ଜଣେ ଯୁବକ ଟ୍ରେନରେ କଟି ମରିପଡ଼ିଥିବାର ଦେଖାଯାଇଥିଲା । ସେ କିପରି କଟି ପ୍ରାଣ ହରାଇଛନ୍ତି ସେ ବିଷୟ ଜଣାପଡି ନ ଥିବା ବେଳେ ତାଙ୍କ ଠିକଣା ମଧ୍ୟ ଜଣାପଡିନାହିଁ । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବାର ଦେଖାଦେଇଛି ।
Live Share Market