ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ସୁପୁତ୍ର ବେଣୁମାଧବ ପଣ୍ଡାଙ୍କ କରୋନାରେ ଦେହାନ୍ତ

ବାଲେଶ୍ବର;୧୭/୦୬( ବ୍ୟୁରୋ): ବାଲେଶ୍ୱର ସତ୍ଯସାଇ ଇଂଜିନିୟରିଂ କଲେଜର ପରିଚାଳନା ନିର୍ଦେଶକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ସୁପୁତ୍ର ବେଣୁମାଧବ ପଣ୍ଡା କୋଭିଡରେ ଆକ୍ର୍ରାନ୍ତ ହୋଇ କିଛି ଦିନ ତଳେ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ନ ହେବାରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟା କ୍ରମେ ଏୟାର ଆମ୍ବୁଲାନ୍ସ ଯୋଗେ ECMO ଚିକିତ୍ସା ପାଇଁ ହାଇଦ୍ରାବାଦର AIG ହସ୍ପିଟାଲକୁ ନିଆଯାଇଥିଲା l ସେଠାରେ ଦୀର୍ଘଦିନ ଚିକିତ୍ସା ପରେ ବି ତାଙ୍କ ଜୀବନ ବଞ୍ଚାଯାଇ ପାରି ନ ଥିଲେ ଡାକ୍ତର । “ଉଦୟବଟ” ପରିବାର ତରଫରୁ ତାଙ୍କର ଅମର ଆତ୍ମାର ସଦଗତି ପ୍ରଦାନ ନିମନ୍ତେ ତାଙ୍କ ପରିବାର, ପରିଜନମାନଙ୍କୁ ଏହି ଦୁଃଖକୁ ସହିବାର ସାମର୍ଥ୍ୟ ପ୍ରଦାନ କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close