ଅମ୍ରିତ ଋତୁରାଜ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

କେନ୍ଦ୍ରାପଡ଼ା,୦୧/୦୧(ରାଜକିଶୋର ନାୟକଙ୍କ ଠାରୁ): ଆଜି ନୁଆ ବର୍ଷରେ କେନ୍ଦ୍ରାପଡ଼ାର ନୁଆ ଜିଲ୍ଲାପାଳ ହେଲେ ଅମ୍ରିତ ଋତୁରାଜ । ଜଣେ ଉତ୍ତମ ଶବ୍ଦ ସଂଯୋଜକ ତଥା ଉଚ୍ଚକୋଟୀର କବିତା ଲେଖକ ଭାବେ ପରିଚୟ ସୃଷ୍ଟିକାରୀ ଭାରତୀୟ ପ୍ରଶାସନିକ ସେବାରେ ଅମ୍ରିତ୍ ଋତୁରାଜ ନିୟୋଜିତ ଅଛନ୍ତି । ସେ ଜଣେ କନିଷ୍ଠ ଆଇ.ଏ.ଏସ ଅଧିକାରୀ ଭାବେ ବେଶ ନାମ କମାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close