ବ୍ୟାସନଗର ବିଜେପି ନେତାଙ୍କ ପରୀ ହତ୍ୟାକାଣ୍ଡ ପାଇଁ ତଦନ୍ତ ଦାବୀ

ଯାଜପୁର, ୦୩/୧୨(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାର ବ୍ୟାସନଗର ପୈାରାଂଚଳର କେତେକ ବିଜେପି ନେତା ଆଜି ବରିଷ୍ଠ ନେତା ପ୍ରସନ୍ନ ସାମଲ (ବାବୁଲି)ଙ୍କ ନେତୃତ୍ୱରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଚିଂ ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମରେ ଘଟିଯାଇଥିବା ୦୫ ବର୍ଷର ନିଷ୍ପାପ ଶିଶୁ କନ୍ୟା ପରୀର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close