ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସ୍କୁଲ ବ୍ୟାଗକୁ ନେଇ ନୂଆ ଗାଇଡ଼ଲାଇନ

ନୂଆଦିଲ୍ଲୀ ; ୨୭/୧୧ : ପ୍ରତି ୧୦ଦିନରେ ଥରେ ବିନା ବ୍ୟାଗରେ ସ୍କୁଲ ଆସିବେ ଛାତ୍ର ଛାତ୍ରୀ ଏଭଳି ଏକ ସୂଚନା ନୂତନ ଶିକ୍ଷା ନୀତି୨୦୨୦ ଅନୁଯାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଡେ଼ପୁଟି ସେକ୍ରେଟେରୀ ସୁନିତା ଶର୍ମା ସବୁ ରାଜ୍ୟର ଶିକ୍ଷା ସଚିବଙ୍କୁ ଚିଠି ଲେଖିଛନ୍ତି। ପ୍ରଥମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ୧୦ଦିନରେ ଥରେ ବିନା ବ୍ୟାଗରେ ସ୍କୁଲ ଆସିପାରିବେ,ଏହି ସମୟରେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯିବାର ନିର୍ଦ୍ଦେଶ ରହିଛି। ଯେପରିକି କୃଷି, ସିଲେଇ, କାରପେଣ୍ଟର, ଉଦ୍ୟାନ, କଳା, କ୍ରୀଡା,କମ୍ପୁଟର ଆଦି କ୍ଷେତ୍ରରେ ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରାଯିବାର ଆଶା ରଖାଯାଇଛି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close