ହାଟଡ଼ିହି ବ୍ଲକ ସୋସୋ ପଂଚାୟତ ମରଚାଇପଦା ଗ୍ରାମର ଶିକ୍ଷାବିଦ୍ ଶଙ୍ଖାଳି ଚରଣ ରାଉଳଙ୍କ ଘରେ ମା’ ଲକ୍ଷ୍ମୀଙ୍କ ପୂଜା

ସୋସୋ, ୦୧/୧୧(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): କେଉଁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହ ବ୍ଲ୍‌କ ସୋସୋ ଗ୍ରାମ ପଂଚାୟତର ମରଚାଇପଦା ଗ୍ରାମର ଅଧିବାସୀ ତଥା ଅବସରପ୍ରାପ୍ତ ସ୍କୁଲ ଏସ.ଆଇ ଶଙ୍ଖାଳି ଚରଣ ରାଉଳଙ୍କ ଘରେ ମା’ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି । ଆଖପାଖ ବହୁ ଗ୍ରାମର ଲୋକେ ତାଙ୍କ ଦାଣ୍ଡରେ ଅନୁଷ୍ଠିତ ଏହି ପୂଜାକୁ ପ୍ରତିବର୍ଷ ଦେଖିଥାନ୍ତି । ହେଲେ ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ପୂଜା ଅନୁଷ୍ଠିତ ହେଉଛି । ସେ ତାଙ୍କ ଘରେ କୋଭିଡ୍ ନିୟମ ମାନି ଏବର୍ଷ ପୂଜା କରୁଛନ୍ତି । ତେଣୁ ତାଙ୍କର ୨୬ତମ ଏହି ପୂଜାରେ ସେତେଟା ଉନ୍ମାଦନା ନ ଥିବାର ଦେଖାଯାଇଛି । ମାତ୍ର ଯଥା ବିଧିମତେ ଏଠାରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close