ସମ୍ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶାବାସୀଙ୍କୁ ଆଇ.ସି.ପି ସଭାପତି ରମେଶ ରାଉତଙ୍କ ନିବେଦନ

ଭୁବନେଶ୍ୱର,୨୬ା୦୯(ଉ. ନ୍ୟୁଜ୍ ବ୍ୟୁରୋ): ରାଜ୍ୟରେ ଆସନ୍ତା ସାଧାରଣ ନିର୍ବାଚନରେ ଜିତି ସରକାର ଗଢ଼ିଲେ ନିମ୍ନଲିଖିତ ସୁବିଧା ସୁଯୋଗମାନ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି)ର ରାଜ୍ୟ ସଭାପତି ରମେଶ ଚନ୍ଦ୍ର ରାଉତ
୧. ଓଡ଼ିଶାକୁ ତୁରନ୍ତ ଏକ ଦୁର୍ଘଟଣାମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୨. ଓଡିଶାକୁ ତୁରନ୍ତ ଏକ ସବୁଜ ଓ ଶୀତଳ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୩. ଓଡିଶାକୁ ତୁରନ୍ତ ଏକ ନିଶାମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୪. ଓଡିଶାକୁ ତୁରନ୍ତ ଏକ ଗୋ ହତ୍ୟା ମୁକ୍ତ ରାଜ୍ୟ ଏବଂ ଗୋ ଚାଲାଣ ମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୫. ଓଡିଶାକୁ ଏକ ଡେଙ୍ଗୁମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୬. ଓଡିଶାକୁ ଏକ ପ୍ଲାଷ୍ଟିକ ମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୭. ଓଡିଶାକୁ ଏକ ଘଡଘଡି ବିଜୁଳି ମୃତ୍ୟୁମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୮. ଓଡିଶାକୁ ଏକ ମାନବାଧିକାର କ୍ଷୁର୍ଣ୍ଣମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୯. ଓଡିଶାକୁ ଏକ ହାତୀ ଶୁଣ୍ଢରେ କଚାଡି ମାରିବା ମୃତ୍ୟୁମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୧୦. ଓଡିଶାକୁ ଏକ ସାପ କାମୁଡ଼ା ମୃତ୍ୟୁମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୧୧. ଓଡିଶାକୁ ଏକ ଡ଼ାକ୍ତରୀ ଚିକିତ୍ସା ଅବହେଳାରୁ ମୃତ୍ୟୁମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୧୨. ଓଡିଶାକୁ ଏକ ଅସ୍ପୃଶ୍ୟତାମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୧୩. ଓଡିଶାକୁ ପଡୋଶୀ ରାଜ୍ୟର ଅନୁପ୍ରବେଶ ମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୧୪. ଓଡିଶାକୁ ଏକ ଧର୍ଷଣମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୧୫. ଓଡିଶାକୁ ଏକ ଗର୍ଭବତୀ ମହିଳା ମୃତ୍ୟୁମୁକ୍ତ ରାଜ୍ୟ ରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୧୬. ଓଡିଶାକୁ ନକ୍ସାଲ ହିଂସାମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୧୭. ଓଡିଶାକୁ ଏକ ଚିଟଫଣ୍ଡ ଠକେଇମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୧୮. ଓଡ଼ିଶାକୁ ଏକ ମିଥ୍ୟା ଏନକାଉଣ୍ଟର ମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୧୯. ଓଡିଶାକୁ ଏକ ପୋଲିସ୍ ଅତ୍ୟାଚାର ମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୨୦. ଓଡିଶାକୁ ଏକ ପୋଲିସ୍ ହାଜତରେ ଅତ୍ୟାଚାରରୁ ମୃତ୍ୟୁମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୨୧. ଓଡିଶାକୁ ଏକ ପ୍ରଜାକୋର୍ଟ ମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୨୨. ଓଡିଶାକୁ ଏକ କଙ୍ଗାରୁ କୋର୍ଟମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୨୩. ଓଡିଶାକୁ ଏକ ଠକେଇମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୨୪. ଓଡିଶାକୁ ଏକ ପ୍ରଦୂଷଣ ମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୨୫. ଓଡିଶାକୁ ହିନ୍ଦୀଭାଷାମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୨୬. ଓଡିଶାକୁ ଏକ ଓଡିଶାକୁ ବେକାରୀ ମୁକ୍ତ ବା ବେରୋଜଗାରୀ ମୁକ୍ତ ରାଜ୍ୟରେ ପରିଣତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୨୭.ଇଣ୍ଡିଆକୁ ଏକ ଶତ ପ୍ରତିଶତ ଧର୍ମ ନିରପେକ୍ଷ ଦେଶ ଭାବେ ଆନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୨୮.ଇଣ୍ଡିଆ ଭିତରେ ଏବଂ ପୃଥିବୀର ବିଭିନ୍ନ ଦେଶରେ ହିନ୍ଦୁମାନଙ୍କର ଧନ, ଜୀବନ, ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା କରିବା ଲକ୍ଷ୍ୟରେ ସ୍କିମ ଓ ଆଇନ୍ ପ୍ରଣୟନ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
୨୯.ଇଣ୍ଡିଆ ଭିତରେ ଧର୍ମୀୟ ଏବଂ ଭାଷା ଭିତ୍ତିକ ସଂଖ୍ୟାଲଘୁ ଯଥା – ମୁସଲମାନ ଖ୍ରୀଷ୍ଟିଆନ୍ ଏବଂ ବୌଦ୍ଧ, ଜୈନ ଏବଂ ବିଭିନ୍ନ ଭାଷାଭାଷୀମାନଙ୍କର ଧନ, ଜୀବନ, ମାତୃଭାଷା ଓ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ଲକ୍ଷ୍ୟରେ ସ୍କିମ ଏବଂ ଆଇନ୍ ପ୍ରଣୟନ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍ ।
୩୦. ବିଦେଶୀ ପର୍ଯ୍ୟଟକ ମାନଙ୍କର ଧନ,ଜୀବନ,ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ଲକ୍ଷ୍ୟରେ ସ୍କିମ ଓ ଆଇନ୍ ପ୍ରଣୟନ କରିବ ଆଇ.ସି.ପି ସରକାର୍।
୩୧. ଓଡିଶାକୁ ଆସୁଥିବା ପର୍ଯ୍ୟଟକମାନଙ୍କର ଧନ,ଜୀବନ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ଲକ୍ଷ୍ୟରେ ସ୍କିମ ଓ ଆଇନ୍ ପ୍ରଣୟନ କରିବ ଆଇ.ସି.ପି ସରକାର୍ ।
୩୨. ପ୍ରବାସୀ ଓଡ଼ିଆ ସେମାନଙ୍କର ପରିବାର ବର୍ଗଙ୍କର୍ ଧନ, ଜୀବନ ଓ ମର୍ଯ୍ୟାଦା , ଶିକ୍ଷା, ସ୍ବାସ୍ଥ୍ୟ ର ଶତ ପ୍ରତିଶତ ସୁରକ୍ଷା ଲକ୍ଷ୍ୟରେ ସ୍କିମ ଓ ଆଇନ୍ ପ୍ରଣୟନ କରିବ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍।
ତେଣୁ ଆଗାମୀ ନିର୍ବାଚନରେ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି)ର ପ୍ରାର୍ଥୀ ଓ ପ୍ରାର୍ଥୀନିମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ। ବିଜେଡି, ବିଜେପି, କଂଗ୍ରେସ ଦଳକୁ ପ୍ରତ୍ୟାଖ୍ୟାନ କରନ୍ତୁ। ଓଡିଶାରେ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ସରକାର୍ ଗଢ଼ନ୍ତୁ ବୋଲି ପାର୍ଟି ସଭାପତି ରମେଶ ରାଉତ ଅନୁରୋଧ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close