ସାମ୍ବାଦିକ ଅଞ୍ଜନ ରାୟଙ୍କ ପରଲୋକ

ଯାଜପୁର ଟାଉନ, ୦୪/୧୦: ଓଡ଼ିଆ ଦୈନିକ ‘ପ୍ରମେୟ’ରେ କିଛି ଦିନ ଧରି କାର୍ଯ୍ୟକରି ଥିବା ଯାଜପୁର ଟାଉନର ସାମ୍ବାଦିକ ଅଞ୍ଜନ କୁମାର ରାୟ (କାଲୁ)ଙ୍କ ଗତ କାଲି ରାତ୍ରୀରେ ପରଲୋକ ହୋଇଯାଇଛି । ସେ କରୋନା ସଂକ୍ରମିତ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close