ବ୍ୟାସନଗର ପୈାର ପରିଷଦ ପକ୍ଷରୁ ୧୫୧ତମ ଗାନ୍ଧୀ ଜୟନ୍ତୀ ପାଳିତ

ବ୍ୟାସନଗର, ୦୨/୧୦: ବ୍ୟାସନଗର ପୈାର ପରିଷଦ ତରଫରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ଉପଲକ୍ଷେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ବ୍ୟାସନଗର ପୈାର ପ୍ରଶାସକ ସନ୍ତୋଷ କୁମାର ମିଶ୍ର ଓ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ପ୍ରମୁଖ ସ୍ଥାନୀୟ ନୂଆ ମାର୍କେଟ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ସକାଳେ ପୈାର ପରିଷଦ ପକ୍ଷରୁ ପ୍ରତିମୂର୍ତିକୁ ସଫା ସୁତୁରା କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close