ମନ୍ତ୍ରୀଙ୍କ ଦ୍ଵାରା ତାଳପଦା ଗ୍ରାମ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ

ମୟୁରଭଞ୍ଜ ; ୨୧/୧୦ (ଲଷ୍ମୀନାରାୟଣ ରାଉତରାୟଙ୍କ ଠାରୁ ) :ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ତାଳପଦା ଗ୍ରାମ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍,ରାଜ୍ୟ କାର୍ଯ୍ୟକାରି ସମ୍ପାଦକ ଦିଲ୍ଲିପ ସାହୁ,କରଞ୍ଜିଆରୁ କୁନା ପରିଜା,ଉତ୍ତର ଓଡିଶା ସାଧାରଣ ସମ୍ପାଦକ-ଦେବାଶିଷ ସେନାପତି,ସାମାଜିକ ଗଣମଧ୍ୟମ ସମ୍ପାଦକ ସମେଶ ନାୟକ,ଠାକୁରମୁଣ୍ଡା ମହିଳା ସଭାପତି ରେଣୁକା ପଲେଈ,ଠାକୁରମୁଣ୍ଡା ସଭାପତି ନନ୍ଦକିଶୋର ବାରିକ,ଛାତ୍ରସଭାପତି-ନିତିଶ ନନ୍ଦ,ଛାତ୍ର ଉପସଭାପତି-ଅନୁଭବ ମହାପାତ୍ର,୧୮ନଂ ଜୋନର ଜିଲ୍ଲା ପରିଷଦ ପୂର୍ଣ୍ଣିମା ବାଗସିଂଙ୍ଗ,ତାଳପଦା ସରପଞ୍ଚ ରୁଦୁନୀ ବନପଦିଆଙ୍କ ସହ ସମସ୍ଥ ବିଜେଡିକର୍ମୀ ଏହି କାର୍ଯ୍ୟକର୍ମ ରେ ଯୋଗଦେଇ ତାଳପଦା ଗ୍ରାମ ପଞ୍ଚାୟତର ମା ଭଉଣୀ ଓ ଗ୍ରାମବାସୀଙ୍କୁ ଉସ୍ରାହିତ କରିଛନ୍ତି ।ଏହି କାର୍ଯ୍ୟକ୍ରମର ମୁଖ୍ୟ କାରଣ ଗାଁ ଗାଁ ରେ ମହିଳା ମାନଙ୍କର ସୁବିଧା ଅସୁବିଧା ଓ ଭଲମନ୍ଦ ବୁଝାମଣା କରିବା କଥା ଯାଣିବା ପାଇଁ ହୋଇଥିଲା ।ସମସ୍ଥ ମହିଷଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ଉପସ୍ଥିତି ସହ ସମସ୍ଥ ସିଆରପି ମଧ୍ୟ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close