‘ଇ.ଏସ.ଆଇ.ସି’ ରାଜ୍ୟ କାର୍ଯ୍ୟାଳୟରେ ୭୬ତମ ସ୍ୱାଧିନତା ଦିବସ ପାଳିତ; ଡ଼ାଇରେକ୍ଟର ପି. ଏସ. ପଣ୍ଡାଙ୍କ ଦ୍ୱାରା ଜାତୀୟ ପତାକା ଉତୋଳିତ

ଭୁବନେଶ୍ୱୁର, ୧୬/୦୮(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ରୂପାଲି ଛକ ନିକଟସ୍ଥ ଜନପଥ ସ୍ଥିତ ଓଡ଼ିଶା କ୍ଷେତ୍ରୀୟ ରାଜ୍ୟ କର୍ମଚାରୀ ବୀମା (ଇ.ଏସ.ଆଇ.ସି) ମୁଖ୍ୟାଳୟରେ ଆଂଚଳିକ ନିର୍ଦ୍ଦେଶକ ପାର୍ଥ ସାରଥି ପଣ୍ଡା ୭୬ତମ ସ୍ୱାଧିନତା ଦିବସ ଉପଲକ୍ଷେ ଏଠାରେ ଜାତୀୟ ପତାକା ଉତୋଳନ କରିଥିଲେ । ଉପସ୍ଥିତ କର୍ମଚାରୀ ଓ ଅଧିକାରୀମାନଙ୍କୁ ଦେଶ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ଦେଶବ୍ୟାପି ପାଳନ କରାଯାଉଥିବା ‘ଅମୃତ ମହେତ୍ସବ’ ଏବଂ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ସଂର୍ପକରେ ଆଲୋକପାତ କରି ଦେଶ ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଉପଲକ୍ଷେ ଶ୍ରୀଯୁକ୍ତ ପଣ୍ଡାଙ୍କ ଉଦ୍ୟମରେ ଓଡ଼ିଶା କ୍ଷେତ୍ରୀୟ ‘ଇ.ଏସ.ଆଇ.ସି’ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ଯଥା-ମିଷ୍ଟାନ୍ନ ବଂଟନ, ରାସ୍ତାକଡ଼ ବେପାରୀଙ୍କୁ ‘ଅଳିଆ ଡ଼ବା’ (ଡ଼ଷ୍ଟବିନ୍‌) ପ୍ରଦାନ ଆଦି । ଏଥିରେ ଇ.ଏସ.ଆଇ.ସିର ବହୁ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ପବିତ୍ର ସ୍ୱାଧିନତା ଦିବସ ପାଳନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close