ଡିସେମ୍ବର ୨୦୨୧ରେ ଭାରତୟ ମଜଦୁର ସଂଘର ଦାବୀ ପୁରଣ ନହେଲେ ଅନସନକୁ ପୁନର୍ଜିବିତ କରାଯିବ-ଶ୍ରୀକାନ୍ତ ରାୟ

ପାରାଦୀପ: ଆସନ୍ତା ୨୯.୧୧.୨୧ରିଖରେ ଭାରତୀୟ ବନ୍ଦର ମଜଦୁର ସଂଘର ଅନିର୍ଦ୍ଧିଷ୍ଟ ଆମରଣ ଅନସନକୁ ପାରାଦୀପ ବନ୍ଦର ଅଧ୍ୟକ୍ଷକଂ ପ୍ରତିନିଧି ଅନୁରଧ କ୍ରମେ ସ୍ଥଗିତ କରାଗଲା ବୋଲି ଭାରତୀୟ ମଜଦୁର ସଂଘର ସମ୍ପାଦକ ଶ୍ରୀକାନ୍ତ ରାୟ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ଜ୍ଝ ସେ ଜଣାଇଛନ୍ତି ପାରାଦୀପ ଶ୍ରମ ପ୍ରବର୍ତ୍ତନ (କେନ୍ଦ୍ରୀୟ) କାର‌୍ୟ୍ୟାଳୟରେ ଅନିର୍ଦ୍ଧିଷ୍ଟ ଆମରଣ ଅନସନ ଉପରେ ଶ୍ରମ ପ୍ରବର୍ତ୍ତନ ଅଧିକାରୀ ( କେନ୍ଦ୍ରୀୟ) ରଶ୍ମିତା ସାହୁକଂ ଉପସ୍ଥିତିରେ ପାରାଦ୍ବିପ ବନ୍ଦର ଅଧ୍ୟକ୍ଷକଂ ପ୍ରତିନିଧି ସାମାଜିକ ମଙ୍ଗଳ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ଏବଂ ଭାରତୀୟ ବନ୍ଦର ମଜଦୁର ସଂଘର ସଭାପତି ରାକେଶ କୁମାର ପଟ୍ଟନାୟକ , ସମ୍ପାଦକ ଶ୍ରୀକାନ୍ତ ରାୟ , ଉପ ସଭାପତି ତ୍ରିଗୁଣଚିତ୍ତ ବିଶ୍ବାଳ , କୋଷାଧ୍ୟକ୍ଷ କୀର୍ତ୍ତୀଚନ୍ଦ୍ର ଦାସ , କାର‌୍ୟ୍ୟକାରିଣୀ ସଦସ୍ୟ ବବଲ ବେହେରା , ଦେବୀ ପ୍ରସନ୍ନ ମାଝୀ , ପ୍ରତ୍ୟୁଷ କୁମାର ଦେହୁରୀ , ଦିପକ ମହାପାତ୍ର , ସାରଦା ପ୍ରସନ୍ନ ଦାସ ,ପବିତ୍ର ସିଂହକଂ ଉପସ୍ଥିତିରେ ଆଲୋଚନା ହୋଇଥିଲା ଜ୍ଝ ଶ୍ରମ ପ୍ରବର୍ତ୍ତନ ଅଧିକାରୀ (କେନ୍ଦ୍ରୀୟ), ପାରାଦୀପ ଚିଠି ନମ୍ବର ୦୮(୩୭) ୨୦୨୧–ଖଋଙ—ଚଊଚ ତା୨୧.୧୧.୨୧ରଖରେ ଦେଇଥିବା ଚିଠି ଉପରେ ଆଲୋଚନା କରାଯାଇ ବନ୍ଦର ଅଧ୍ୟକ୍ଷକଂ ପ୍ରତିନିଧି ରାମଚନ୍ଦ୍ର ପ୍ରଧାନ , ଶ୍ରୀମତୀ ସାହୁକଂ ଉପସ୍ଥିତିରେ ସଂଘ ଦେଇଥିବା ଦାବୀ ଗୁଡିକ ଗୁରୁତ୍ବପୂର୍ଣ୍ଣ ଏବଂ ଶ୍ରମିକ ମାନକଂ ହିତ ସମ୍ବଦ୍ଧିୟ ବୋଲି ସ୍ବୀକାର କରିବାସହ ଡିସେମ୍ବର ୨୦୨୧ ମଧ୍ୟରେ ଦାବୀ ଗୁଡିକ ପୁରଣକରିବାକୁ ଚେଷ୍ଟା କରିବେ ବୋଲି ଭାରତୀୟ ବନ୍ଦର ମଜଦୁର ସଂଘ ଓ ପାରାଦୀପ ବନ୍ଦର ଅଧ୍ୟକ୍ଷକଂ ପ୍ରତିନିଧି ମଧ୍ୟରେ ଚୁକ୍ତି ହୋଇଛି ଜ୍ଝ ଏହି କାରଣରୁ ବନ୍ଦର ପ୍ରତିନିଧିକଂ ଅନୁରୋଧ କ୍ରମେ ଆସନ୍ତା ୨୯.୧୧.୨୦୨୧ ରିଖରେ ବନ୍ଦର ପ୍ରଶାସନ ସମ୍ମୁଖରେ ହେବାକୁଥିବା ଅନିର୍ଦ୍ଧିଷ୍ଟ ଆମରଣ ଅନସନକୁ ସ୍ଥଗିତ କରାଗଲା ଜ୍ଝ ଯଦି ଡିସେମ୍ବର ୨୦୨୧ ସୁଦ୍ଧା ସଂଘର ଦାବୀ ବନ୍ଦର ପ୍ରଶାସନ ପୁରଣ ନକରେ ତେବେ ଆମରଣ ଅନସନକୁ ପୁନର୍ଜୀବିତ କରାଯିବ ବୋଲି ଶ୍ରୀରାୟ ଏକ ପ୍ରେସ ଇସ୍ତାହାରରେ କହିଛନ୍ତି 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close