ଯାଜପୁର କେନ୍ଦ୍ରୀୟ ଜି.ଏସ.ଟି ପକ୍ଷରୁ ସର୍ତକତା ସପ୍ତାହ ପାଳନ ଓ ଶପଥପାଠ

ବ୍ୟାସନଗର, ୦୭/୧୧: ଯାଜପୁରରୋଡର ସାପଗଡିଆ ସ୍ଥିତ କେନ୍ଦୀୟ ଉତ୍ପାଦ ଶୁଳ୍କ ଓ ଜି.ଏସ.ଟି ପକ୍ଷରୁ ସର୍ତକତା ସଚେତନତା ସପ୍ତାହ-୨୦୨୧ ପାଳିତ ହୋଇଯାଇଛି । ଏଥିରେ କେନ୍ଦ୍ରୀୟ ଜି.ଏସ.ଟି ସହକାରୀ କମିଶନର ଶୋଭନ କୁମାର ମଣ୍ଡଳ, ସୁପରିଟେଣ୍ଡେଟ୍ ନକୁଳ ଚନ୍ଦ୍ର ଧଳ, ସନତ କୁମାର ନସ୍କର, ନିରୀକ୍ଷକ କ୍ରିଷ୍ଣା ଘୋଷ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ରାଜେଶ କୁମାର ଖୁଂଟିଆ, ଆଇନଜୀବୀ ଜ୍ଞାନରଂଜନ ନାୟକ, ରମାକାନ୍ତ ଚୈାହାନ, କେତେକ ବ୍ୟବସାୟୀ ପ୍ରମୁଖ ଭାଗ ନେଇ ଦୁର୍ନୀତି ବିରୋଧରେ ସଚେତନତା ପାଇଁ ଏହି ସପ୍ତାହର ତାତ୍ପର୍ଯ୍ୟତା ରହିଛି ବୋଲି ସୂଚାଇଥିଲେ । ଏହି ଅବସରରେ ସହକାରୀ କମିଶନର ଶ୍ରୀ ମଣ୍ଡଳ ଉପସ୍ଥିତ ସମସ୍ତ କର୍ମଚାରୀ, ଟିକସଦାତା ଆଦିଙ୍କୁ ସତ୍ୟନିଷ୍ଠାର ଶପଥପାଠ କରାଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close