ସୁକିନ୍ଦା ଖଣି ଶିଳ୍ପାଞ୍ଚଳରେ ମାଲ ପରିବହନରେ ସରକାରୀ ଧାର୍ଯ୍ୟ ରେଟ ଲାଗୁ କରିବାକୁ ହାଇକୋର୍ଟଙ୍କ ନୋଟିସ ଜାରି
ଯାଜପୁର/ସୁକିନ୍ଦା ; ୦୮/୦୯ (ବ୍ୟୁରୋ) : ସୁକିନ୍ଦା ମାଇନ୍ସରେ ସରକାର ଧାର୍ଯ୍ୟ କରିଥିବା ସରକାରୀ ରେଟ୍ ଲାଗୁ କରିବା ପାଇଁ ହାଇକୋର୍ଟରେ ଦାୟର ହୋଇଥିଲା। ଯାହାକି ଯାଜପୁର ଜିଲ୍ଲାପାଳ କାର୍ୟ୍ଯକାରୀ କରିବା ପାଇଁ ହାଇକୋର୍ଟ ନିଦେ୍ର୍ଶ କରିଛନ୍ତି। ଆସନ୍ତା ନଭେମ୍ବର ୧୫ ରିଖ ସୁଦ୍ଧା ସରକାରୀ ରେଟ୍ ଲାଗୁ କରାଯିବ ବୋଲି ସମସ୍ତ ଗାଡି ମାଲିକ ମାନେ ଆଶା ବାନ୍ଧି ବସିଛନ୍ତି। ଗାଡି ମାଲିକଙ୍କ ମଧ୍ୟରେ ମଣ୍ଟୁ ସାମଲ,ପ୍ରଭାସ ଦେଓ,ବସନ୍ତ ଓଝା, ପ୍ରଦୀପ ଦଳାଇ,ସଞ୍ଜୟ ଦାସ,ଥୁକୁ ଚୌଧୁରୀ, ବିଶ୍ୱନାଥ, ବିଶ୍ୱଜିତ,ଅରୁଣ ପରିଡ଼ା, ପଦ୍ମନାଭ ପହି, ସୁଦର୍ଶନ, ଲିଟୁନ,ଜଟିଆ ସାମଲ ପ୍ରମୂଖ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅପେକ୍ଷା ରେ ଆଶା ବାନ୍ଧି ବସିଛନ୍ତି।
Live Share Market