ସୁନ୍ଦର ସମାଜ ସେବା ସଂଗଠନ ପକ୍ଷରୁ ବୃକ୍ଷରୋପଣ

ଯାଜପୁରରୋଡ଼; ୦୭/୦୯ ( ବସନ୍ତ କୁମାର ପାତ୍ରଙ୍କ ଠାରୁ ) : ସୁନ୍ଦର ସମାଜ ସେବା ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜର ମଙ୍ଗଳକାମନା ନିମନ୍ତେ ଦନିଆ ବର ଗ୍ରାମରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣରେ ୫୦  ଗୋଟି ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦର ସମାଜ ସେବା ସଂଗଠନର ସଭାପତି ରବୀନ୍ଦ୍ର କୁମାର ବାରିକ, ସମ୍ପାଦକ ସୂର୍ଯ୍ୟକାନ୍ତ ରାଉତରାୟ ଓ ଜ୍ଞାନରଞ୍ଜନ ବାରିକ,  ସରୋଜ ଦାସ,ନିର୍ମାଲ୍ୟ ଖୁଣ୍ଟିଆ, ମୁଖସେ ଦାସ, ମାନସ ରାଉତ, ସଞ୍ଜୟ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ! ସମାଜ ପାଇଁ ଏଭଳି ଏକ ବୃକ୍ଷରୋପଣ ପଦକ୍ଷେପକୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close