ପାଣିକୋଇଲି କୋରାଇ ରାସ୍ତାର ଧନପୁର ନିକଟରେ ଦୁର୍ଘଟଣା

ଯାଜପୁରରୋଡ଼ ; ୨୮/୦୮(ଶୁଭେନ୍ଦୁ ନାୟକଙ୍କ ଠାରୁ) : ସଡ଼କ ଦୁର୍ଘଟଣା ଦିନକୁଦିନ ବଢ଼ିବାରେ ଲାଗିଥିବାବେଳେ ଯାଜପୁର ଜିଲ୍ଲା ପାଣିକୋଇଲି କୋରାଇ ରାସ୍ତାର ଧନପୁର ନିକଟରେ ଗଛରେ ପିଟିଲେ ଦୁଇ ବାଇକ ଆରୋହୀ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କୁ ଗୁରୁତ୍ତର ଅବସ୍ଥାରେ କଟକ ମେଡିକାଲକୁ ପଠାଯାଇଛି। ସୂଚନାନୁଯାୟୀ ଉଭୟ ଦୁଇ ଆରୋହୀ ରିଜର୍ଭ ପୁଲିସର କର୍ମଚାରୀ ବୋଲି ଜଣାପଡିଛି ଏବଂ ମୃତକ ଜଣଙ୍କ ସୁକିନ୍ଦା ଥାନାର ସମୀର ପ୍ରଧାନ ହୋଇଥିବାବେଳେ ଗୁରୁତ୍ତର ଯୁବକଙ୍କ ନାମ ପ୍ରଭାତ ଅମାନ୍ତ, ଟମକା ଥାନା ରେ କାର୍ଯ୍ୟରତ ବୋଲି ଜଣାପଡିଛି l ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ଏବଂ ଘଟଣାର ତଦନ୍ତ ଚଳାଇଛି I

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close