Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଅସ୍ଥିତ୍ୱହୀନ ଆର୍ଥିକ ସଂସ୍ଥାଗୁଡିକ ପ୍ରତି ସତର୍କ ରହିବାକୁ ଯାଜପୁର ଜିଲ୍ଲା ପ୍ରଶାସନର ପରାମର୍ଶ

ଯାଜପୁର, ୦୧ା୬: ଲୋକମାନଙ୍କୁ ଅଧିକ ରିଟର୍ଣ୍ଣ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ୮ ଗୋଟି ସଂସ୍ଥା ଲୋକମାନଙ୍କ ଠାରୁ ଅର୍ଥ ସଂଗ୍ରହ କରୁଥିବା ସଂପର୍କରେ ଅର୍ଥ ବିଭାଗ ନିକଟରେ ଅଭିଯୋଗ ମିଳିଚ୍ଥି । ଏହି ସଂସ୍ଥା ଗୁଡିକ ଭାରତୀୟ ରିଜର୍ଭ ବ୍ୟାଙ୍କର ପଞ୍ଜିକୃତ ସଂସ୍ଥା ବୋଲି ମଧ୍ୟ ମିଥ୍ୟା ତଥ୍ୟ ଲୋକଙ୍କ ନିକଟରେ ଉପସ୍ଥାପନ କରି ଉକ୍ତ ସଂସ୍ଥା ସାଧାରଣ ଲୋକମାନଙ୍କୁ ଏକ ପ୍ରକାର ଠକାମୀର ଶିକାର କରୁଚ୍ଥନ୍ତି । ତେଣୁ ଏହି ସଂସ୍ଥାଗୁଡିକ ପ୍ରତି ସତର୍କ ରହିବାକୁ ଅର୍ଥ ବିଭାଗର ଡେପୁଟୀ ସେକ୍ରେଟାରୀ ଏକ ପତ୍ର ମାଧ୍ୟମରେ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଳା ଏସ୍‌.ପି ମାନଙ୍କୁ ସୂଚନା ଦେଇଚ୍ଥନ୍ତି । ଉପ- ସଚିବଙ୍କ ପତ୍ର ଅନୁସାରେ ଏମେକ୍ସ ପଂଣ୍ଡାମେଣ୍ଟାଲ ଟ୍ରାଜେଡକ୍ସ ମାର୍କେଟିଂ ଇଣ୍ଟନନ୍ୟାସନାଲ ପ୍ରାଇଭେଟ ଲିମିଟେଡ, ବିତ୍‌ବେ ଆସେଟସ୍ ମାନେଜମେଣ୍ଟ ଲିମିଟେଡ, ସେଭ୍ ବିସି ପ୍ରାଇଭେଟ ଲିମିଟେଡ୍‌, ମାଇ ଟାଟା କ୍ୟାପିଟାଲ, ଡିଜିଟାଲ ଇନ୍‌କମ୍‌, ଆଧାର କ୍ୟାସ୍‌, ଡାରୱିନ୍ ପ୍ଳାଟପଂର୍ମ ରିପାଇନେରିଜ୍ ଲିମିଟେଡ୍ ଓ ଅନ୍‌ଲାଇନ୍‌ଡିପେଟ୍‌ଅରିଜର୍ଭ ବ୍ୟାଙ୍କିଂ ଇଣ୍ଡିଆ ଓ ଆଜି ଭଳି ଆଠଟି ସଂସ୍ଥା ଏଭଳି କାରବାର କରୁଥିବା ଜଣାଯାଇଚ୍ଥି । ତେଣୁ ଜନସାଧାରଣ ଏ ସଂପର୍କରେ ସଚେତନ ହୋଇ ଏଭଳି ସଂସ୍ଥାମାନଙ୍କ ଠାରୁ ଦୂରରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଚ୍ଥି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close