ଜନତା ସେବା ସମିତି ପକ୍ଷରୁ ପୁରୁଣା ବସ୍ତ୍ର ବଣ୍ଟନ

ଯାଜପୁର; ୨୩/୦୩ ( ବସନ୍ତ କୁମାର ପାତ୍ରଙ୍କ ଠାରୁ) ଯାଜପୁର ଜିଲ୍ଲା ସ୍ଥାନୀୟ ବ୍ଯାସ ସରୋବର ସ୍ଥିତ ଜଗନ୍ନାଥ ବସ୍ତିରେ ଜନତା ସେବା ସମିତି ପକ୍ଷରୁ ପୁରୁଣା ବସ୍ତ୍ର ବଣ୍ଟନ କରାଯାଇଛି। ଗରିବ ଓ ଅସହାୟ ଶ୍ରେଣୀରେ ଥିବା ଲୋକଙ୍କ ସେବା କରି ଏହି ସମିତି ଅନେକ ଉଦାହରଣ ସୃଷ୍ଟି କରିଥିବା ସ୍ଥଳେ ବସ୍ତିରେ ରହୁଥିବା ଲୋକଙ୍କୁ ପୁରୁଣା ବସ୍ତ୍ର ବଣ୍ଟନ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।ଜନତା ସେବା ସମିତି ତରଫରୁ ପିଲାମାନଙ୍କୁ ଡ୍ରେସ୍ ଓ ବୟସ୍କ ବ୍ୟକ୍ତି ମାନଙ୍କୁ ପିନ୍ଧିବା ପାଇଁ କପଡା ବଣ୍ଟନ କରାଯାଇଥିଲା।  ଏଥିରେ ଅବିନାଶ କୁମାର, ରାମ କୁମାର,ଅଞ୍ଜନ ମଣ୍ଡଳ,ସଞ୍ଜିତ ସାହୁ, ଅଜିତ ରାଉତ, ବିପିନ ନିଗମ, ଏସ ପତି, ନୀଳାମ୍ବର ପଣ୍ଡା,ସନ୍ଦୀପ,ସୋନୁ,ସଲୀଳ, ମାନସ,ରାଜେଶ ରାଉତ ପ୍ରମୁଖ ଯୋଗଦେଇ କାର୍ଯ୍ୟ ସୁଚାରୁ ରୁପେ ତୁଲାଇଥିଲେ। 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close