ପାଉଁଶକୁଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଶୃଙ୍ଖଳିତ ଭାବେ ଟୀକାକରଣ
ବସ୍ତା ; ୧୭/୦୩ (ମୃତ୍ୟଞ୍ଜୟ ବାରିକଙ୍କ ଠାରୁ) : ସରକାରଙ୍କ ତରଫରୁ ପାଉଁଶକୁଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ(କୋଭିଡ -19)ଟୀକାକରଣ ସକାଳ 7ଟା ସମୟରେ ନାମ ପଞ୍ଜିକରଣ ହୋଇ ସ୍ୱାସ୍ଥ୍ୟକର୍ମୀ, ମେଡିକାଲ ଅଫିସର ଏବଂଭଲେନଟିଆରଙ୍କ ତତ୍ଵାବଧାନରେ ପଞ୍ଜିକୃତ ହାଇଥିବା ବ୍ୟକ୍ତିମାନଂକୁ ଯଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏବଂ ପୂର୍ଵତନ ସରପଞ୍ଚ ଅଜୟ କୁମାର ସାହୁ, ପୂର୍ବତନ ସରପଞ୍ଚ ଅନାଦି ଦାସ, ପୂର୍ବତନ ସମିତି ସଭ୍ୟ ଗିରିଜା ଶଙ୍କର ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ଇନ୍ଦୁମାଧବ ମହାନ୍ତି, ରବିନାରାୟଣ ଦାସ, ରବୀନ୍ଦ୍ର ମହାନ୍ତି, ମହେଶ୍ୱର ଷଣ୍ଢ ପ୍ରମୁଖ ବ୍ୟକ୍ତିମାନଙ୍କୁ ଶାନ୍ତି ଶୃଙ୍ଖଳା ସହିତ ଟୀକାକରଣ କରିଥିଲେ। ସୂଚନା ଅନୁଯାଇ ଟୀକା ନେଇ ଥିବା ସମସ୍ତ ବ୍ୟକ୍ତି ସୁସ୍ଥରେ ଅଛନ୍ତି।
Live Share Market