Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ମହିଳା ମହାବିଦ୍ୟାଳୟ ରେ ୱାଲଡ଼ ସିକିଲ ସେଲ ଜିଜିଜ୍ ସଚେତନତା କାର୍ଯ୍ୟକ୍ରମ

    • ବ୍ୟାସନଗର,(ବସନ୍ତ କୁମାର ପାତ୍ରଙ୍କ ଠାରୁ)୨୨/୦୬: (ବୁଧବାର )ସ୍ଥାନୀୟ ଇନ୍ଦିରାଗାନ୍ଧୀ ମହାବିଦ୍ୟାଳୟ ପରିସରରେ ୱାଲଡ ସିକିଲ ସେଲ ଡିଜିଜ୍ ସଚେତନତା  କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ରତ୍ନାକର ଜେନାଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି । ଏହି  କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜେନା ଛାତ୍ରୀମାନଙ୍କୁ କିପରି ସିକିଲ ସେଲ ରୋଗରୁ ମୁକ୍ତ ହୋଇପାରିବେ ଏବଂ ସମାଜରୁ ଏହିରୋଗ କୁ ଦୂରୀକରଣ ପାଇଁ ଛାତ୍ରୀ ମାନଙ୍କର ଭୂମିକା କଣ ହେବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି  କାର୍ଯ୍ୟକ୍ରମରେ ଯୁବରେଡ଼କ୍ରସ ର ଉପଦେଷ୍ଟା ସନ୍ତୋଷ ଜେନା ସମ୍ୟକ ସୂଚନା ଦେଇଥିଲେ । ଶେଷରେ ଅଧକ୍ଷ ଛାତ୍ରୀ ମାନଙ୍କୁ ଏଭଳି  କାର୍ଯ୍ୟକ୍ରମ ସଫଳତା ନିମିତ ଧନ୍ୟବାଦ ଦେଇ ପରିସମାପ୍ତି କରିଥିଲେ । ଏଥିରେ ରେଡ଼କ୍ରସ ୟୁନିଟ ର ସ୍ୱେଚ୍ଛାସେବୀ ମାନେ ହେଲେ -ଯାଜ୍ଞସେନୀ ସାହୁ, ଟିକିନା ପାତ୍ର, ପ୍ରୀତିପ୍ରଜ୍ଞା ବାରି, ଗାୟତ୍ରୀ ମହଲ, ଶୁଭଲଷ୍ମୀ ସାହୁ, ପୁର୍ଣିମା ମହାନ୍ତି, ଅର୍ଚନା ଦେ, ରାଇମୁନି ବେସରା, ଅର୍ଚନା ରାଉତ, ଅନିମା ହେମ୍ରମ, ହୀରାମଣି ବାନାରା, ରିତାଶ୍ରୀ ଟୁଡୁ, ହରପ୍ରିୟା ଦଳାଇ, ପାୟଲ ପ୍ରିୟଦର୍ଶିନୀ ସାହୁ, ନିନୀରାଣୀ ବାହାଲିଆ, ମମତା ଦାସ, ମୋନାଲିସା ମଲ୍ଲିକ, ସୁମିତ୍ରା ମଲ୍ଲିକ, ଅଭାକାନ୍ତି ମଲ୍ଲିକ, ରାଜଲଷ୍ମୀ ଦଳାଇ ପ୍ରମୁଖ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close