ରାମ ମନ୍ଦିର ନିର୍ମାଣ ପାଇଁ ପାଲ ଫର୍ନିଚରର ପ୍ରତିଷ୍ଠାତାଙ୍କ ୫ହଜାର ଦାନ

ବ୍ୟାସନଗର,୦୬/୨: ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ସ୍ଥାନରୁ ସାହାଯ୍ୟ ସହଯୋଗ ସଂଗ୍ରହ କରାଯାଉଛି । ଏହି ଉପଲକ୍ଷେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆର୍ଥିକ ସହଯୋଗ ସଂଗ୍ରହ କରାଯାଉଛି । ଆଜି ସ୍ଥାନୀୟ ଦଳା ଛକ ସ୍ଥିତ ‘ପାଲ ଫର୍ନିଚର’ର ପ୍ରତିଷ୍ଠାତା ସର୍ବେଶ୍ୱର ପାଳ ୦୫ହଜାର ୦୧ଟଙ୍କା ଦାନ ଦେଇଥିବାର ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close