ଭଦ୍ରକରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର
ଭଦ୍ରକ;୦୨/୦୨ (ଶିବ ଶଙ୍କର ପଣ୍ଡାଙ୍କ ଠାରୁ): ଆଜି ସକାଳ ୭ ଘଟିକା ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଆଖୁଆପଦା ସ୍ତିତ ନେରଡା ଗ୍ରାମ ଚାଷଜମି ପାଖ ଏକ ଲିମ୍ବ ଗଛରେ ଜଣେ ଅଜଣା ବ୍ୟକ୍ତିର ଝୁଲନ୍ତା ଶବ ଦେଖିବା ପରେ ଆଖ ପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଂଞ୍ଚ ଆରମ୍ଭ କରିଛି ।
Live Share Market