ଯାଜପୁରରୋଡ଼ ପ୍ରେସକ୍ଲବ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ଯାସନଗର; ୨୬/୦୧ : (ଶୁଭେନ୍ଦୁ ନାୟକଙ୍କ ଠାରୁ) ଯାଜପୁର ରୋଡ୍ ପ୍ରେସ୍ କ୍ଲବ୍ ପକ୍ଷରୁ ପ୍ରେସ୍ କ୍ଲବ୍ ସମ୍ମୁଖରେ 72ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରେସ୍ କ୍ଲବ୍ ସଭାପତି ସୁଜିତ୍ କୁମାର ମଲ୍ଲିକ୍ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲବର ଉପଦେଷ୍ଟା ପ୍ରଣବ କୁମାର ବିଶ୍ବାଳ,ହର୍ଷବର୍ଦ୍ଧନ ବେହେରା, ପିତବାସ ଭୁୟାଁ,ଉପସଭାପତି ପ୍ରଭୁଦତ୍ତ ମହାନ୍ତି,ସାଧାରଣ ସମ୍ପାଦକ ସଞ୍ଜୟ ଖଣ୍ଡାଇ,ସହ ସମ୍ପାଦକ ପ୍ରତାପ କୁମାର ବେହେରା, ଶୁଭାଶିଷ ରାଉତ୍, ବିକ୍ରମ୍ କେଶରୀ ସାହୁ, ଜ୍ୟୋତିସ୍ମିତା ନାୟକ,ଅଭିଳାଷ ଦାସ୍, ବିଶ୍ବଜିତ୍ କର,ଶୁଭାଶିଷ ଦାସ୍ ମହାପାତ୍ର,ଶୁଭେନ୍ଦୁ ନାୟକ,ସନ୍ତୋଷ କୁମାର ରଥ,ମଳୟ ବିଶ୍ବାଳ,ବିନୟ କୁମାର ରାଉତ୍ ପ୍ରମୁଖ ସଦସ୍ୟ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏଥିରେ ନିମନ୍ତ୍ରିତ ଅତିଥି ଭାବେ ନୋଟାରୀ ପବ୍ଲିକ୍ ଆଇନୀଜିବି ଅନନ୍ତ ପ୍ରସାଦ କର ଯୋଗଦେଇ ସାଧାରଣ ତନ୍ତ୍ର ଦିବସ ପାଳନର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close