ଖରସ୍ରୋତା ବଂଚାଅ ସଂଗ୍ରାମ ସମିତିର ନଭେମ୍ବର ୨୨ର ପ୍ରତିବାଦ ସଭାକୁ ସଫଳ କରିବାକୁ ଆଳି ବିଜେପିର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୨୦/୧୧ (ରାଜକିଶୋର ନାୟକଙ୍କ ଠାରୁ): ଆସନ୍ତା ୨୨/୧୧/୨୦୨୦ ତାରିଖ ସମୟ ୧୦ ଘଟିକାରେ ରାଜକନିକା ଭାରିଗଦାଠାରେ “ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି” ଆହ୍ୱାନରେ ଅନୁଷ୍ଠିତ ହେବାକୁ ଥିବା “ପ୍ରତିବାଦ ସଭା”କୁ ସଫଳ କରିବାକୁ ଆଳି ବି.ଜେ.ପିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଳି ଏବଂ ରାଜକନିକା ଅଞ୍ଚଳର ବିଜେପି କର୍ମୀ ଓ ଜନସାଧାରଣଙ୍କୁ ଉକ୍ତ ପ୍ରତିବାଦ ସଭାରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ବ୍ରଜ କିଶୋର ଭୁଇଁଆ ବିନମ୍ର ନିବେଦନ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close