ବିଜେଡ଼ି ରାଜ୍ୟ ସଂପାଦକ ସନ୍ତୋଷ ପଟ୍ଟନାୟକଙ୍କୁ ବିଜୟ ଚାନ୍ଦ ସଂସ୍କୃତ କଲେଜ ପକ୍ଷରୁ ସମ୍ବର୍ଦ୍ଧନା

ପାରାଦୀପ, ୨୯/୦୮(ଚକ୍ରଧର ଦାଶଙ୍କ ଠାରୁ): ପାରାଦୀପ ଅଂଚଳର ବିଶିଷ୍ଟ ନେତା, ସମାଜସେବୀ ତଥା ରାଜ୍ୟ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଆଜି ସ୍ଥାନୀୟ ବଡ଼ପଡ଼ିଆ ସ୍ଥିତ ପାରାଦୀପ ପୋର୍ଟ ବଣିକ ସଂଘ କାର୍ଯ୍ୟାଳୟ ପରିସରରେ କୁଜଙ୍ଗ ସମାଗୋଳ ସ୍ଥିତ ‘ବିଜୟ ଚାନ୍ଦ ସଂସ୍କୃତ ମହାବିଦ୍ୟାଳୟ’ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବରିଷ୍ଠ ଅଧ୍ୟାପକ ପ୍ରତାପ କୁମାର ପାତ୍ର, ବଳରାମପୁର-କୁଜଙ୍ଗର ନାମମାତ୍ର କୃଷକ ସଂଘର ସଭାପତି ଶ୍ରୀନିବାସ ମହାନ୍ତି, ଅରୂପ ପଟ୍ଟନାୟକ ପ୍ରମୁଖ ଶ୍ରମିକ ନେତା ଶ୍ରୀ ପଟ୍ଟନାୟକଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close