ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ବନ୍ଦର ପରିବହନ ଓ ଜଳପଥ ମନ୍ତ୍ରଣାଳୟର ମନ୍ତ୍ରୀଙ୍କୁ ସ୍ୱାଗତ

ପାରାଦୀପ: ଚଳିତ ମାସ ଜୁନ ୧୦ ତାରିଖ ଦିନ ନରେନ୍ଦ୍ର ମୋଦି ସରକାରରେ ସର୍ବାନନ୍ଦ ସୋନୱାଲଶାନ୍ତନୁ ଠାକୁର ବନ୍ଦର ପରିବହନ ଓ ଜଳପଥ ମନ୍ତ୍ରଣାଳୟର ପୁନଶ୍ଚ ଦାୟିତ୍ୱ ଗ୍ରହଣ କରିଥିବାରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସ୍ୱାଗତ ଜଣାଇଛନ୍ତି । ଦାୟିତ୍ଵ ଗ୍ରହଣ ପରେ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରି ମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ସେବା କରିବା ସହିତ ବିକଶିତ ଭାରତ ପାଇଁଁ ସେ ଆପ୍ରାଣ ଉଦ୍ୟମ ଜାରି ରଖିବେ । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବନ୍ଦର ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟକୁ ଗତିଶୀଳ ଓ ସଶକ୍ତିକରଣ କରିବା ପାଇଁ ବିଭିନ୍ନ ଜନହିତକର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉଭୟ ମନ୍ତ୍ରୀ କହିଛନ୍ତି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close