ମୁଣ୍ଡାମାଳ ହନୁମାନ ମନ୍ଦିର ନିକଟରେ ସମାଜର ମଙ୍ଗଳ ପାଇଁ ବୃକ୍ଷ ରୋପଣ
ଯାଜପୁରରୋଡ଼ ; ୧୫/୦୮ (ବସନ୍ତ କୁମାର ପାତ୍ରଙ୍କ ଠାରୁ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ହିନ୍ଦୁ ସୁରକ୍ଷା ସେନାର ମିଳିତ ସହଯୋଗରେ ମୁଣ୍ଡାମାଳ ହନୁମାନ ମନ୍ଦିର ନିକଟରେ ସମାଜର ମଙ୍ଗଳ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। କୋଡିଏ ଟି ବୃକ୍ଷ ରୋପଣ ହୋଇଥିବା ସ୍ଥଳେ ପିଲାମାନଙ୍କ ସହଯୋଗ ମଧ୍ୟ ରହିଥିଲା। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସେବକ ଦେବେନ୍ଦ୍ରନାଥ ପାଣିଗ୍ରାହୀ,ସୁଧାଂଶୁ ଶେଖର ମଲ୍ଲ,ଧର୍ମେନ୍ଦ୍ର ନିହାଲ,ସୁମିତ ସେନ,ଅଶୋକ ଜେନା,ସଂଜୀବ ସେନ ଓ ହିନ୍ଦୁ ସୁରକ୍ଷା ସେନାର ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର ବୃକ୍ଷ ରୋପଣ କରିବାରେ ସାହାଯ୍ୟ କରିଥିଲେ।
Live Share Market














Sat, 12 Jul
+33°C
Sun, 13 Jul
+33°C
Mon, 14 Jul
+30°C
Tue, 15 Jul
+30°C
Wed, 16 Jul
+31°C
Thu, 17 Jul
+30°C
Fri, 18 Jul
+27°C
Sat, 12 Jul
+33°C
Sun, 13 Jul
+33°C
Mon, 14 Jul
+30°C
Tue, 15 Jul
+30°C
Wed, 16 Jul
+31°C
Thu, 17 Jul
+30°C
Fri, 18 Jul
+27°C