ବ୍ୟାସଭୂମି ଅନାଥ ଆଶ୍ରମରେ ସାମ୍ବାଦିକଙ୍କ କମ୍ବଳ ବଂଟନ

ବ୍ୟାସନଗର, ୧୪ା୦୧(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ବ୍ୟାସସରୋବର ସ୍ଥିତ ‘ବ୍ୟାସଭୂମି ଅନାଥ ଆଶ୍ରମ’ରେ ଆଜି ରବିବାର ସନ୍ଧ୍ୟାରେ ଅନ୍ତେବାସୀମାନଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ଯୁବ ସାମ୍ବାଦିକ ଅଭିରାମ ପରିଡ଼ା ଓ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଅନାଥ ଆଶ୍ରମକୁ ଯାଇ କିଛି ସମୟ କୁନି କୁନି ପିଲାଙ୍କ ସହ ସମୟ ବିତାଇବା ସହ ସେମାନଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଂଟନ କରିବା ସହ ସେମାନଙ୍କର ଆବଶ୍ୟକୀୟ ପାଠ୍ୟ ଉପକରଣ ବିଷୟରେ ଆଲୋଚନା କରିଥିଲେ । ନିଜ ସାଧ୍ୟ ମତେ ପରେ ଏସବୁ ଯୋଗାଇ ଦେବେ ବୋଲି ୦୨ ସାମ୍ବାଦିକ କହିଥିଲେ । ଏଥିରେ ଅନ୍ତେବାସୀ ଛାତ୍ର ଛାତୀଙ୍କ ସହ ଆଶ୍ରମର କୁନି ସୟ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close