କଟକ ଜିଲ୍ଲାର ବିସ୍ଥାପିତମାନଙ୍କ ପାଇଁ ଭଲ ଖବର: ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି

କଟକ: କଟକ ଜିଲ୍ଲାର ବିସ୍ଥାପିତମାନଙ୍କ ପାଇଁ ଭଲ ଖବର । ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ .ସି .ପି) ସରକାର ଗଢିଲେ ଆଉ ଅଳ୍ପ ଦିନ ପରେ ଅର୍ଥାତ ତା ୧-୬-୨୦୨୪ ରିଖ  ଠାରୁ  ହୀରାକୁଦ, ରେଙ୍ଗାଲି  ସମେତ ସାରା ଓଡିଶାର ସମସ୍ତ ବିସ୍ଥାପିତ ପରିବାରର ପ୍ରତି ପରିବାରରୁ ଜଣଙ୍କୁ ସରକାରୀ ଚାକିରୀ କିମ୍ବା ନିଗମ ଚାକିରୀ କିମ୍ବା ମାସିକ ଟ ୧୦,୦୦୦.୦୦ ( ଦଶ ହଜାର ଟଙ୍କା) ବିସ୍ଥାପିତ ପେନସନ୍  ଦିଆଯିବ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ. ସି .ପି) ତରଫରୁ କୁହାଯାଇଛି । ଓଡିଶାରେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସରକାର ଗଢ। ହେବା ସମସ୍ତଙ୍କ ପାଇଁ ମଂଗଳକର ବୋଲି ପାର୍ଟିର ସଭାପତି ରମେଶ ଚନ୍ଦ୍ର ରାଉତ, ସାଧାରଣ ସମ୍ପାଦକ, ନରେନ୍ଦ୍ର କୁମାର ମଲ୍ଲିକ, କୋଷାଧକ୍ଷ ସନାତନ ଗ୍ରହାଚାର୍ଯ୍ୟ ପ୍ରମୁଖ କହିଛନ୍ତି । 
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close