ଯାଜପୁର ପୋଷ୍ଟାଲ ଡିଭିଜନର ନୂଆ ସୁପରିଟେଣ୍ଡ ଶୁଭ୍ରାକାଶ ନାୟକଙ୍କ ଦାୟିତ୍ୱ ଗ୍ରହଣ

ଯାଜପୁର, ୦୧ା୭(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଯାଜପୁର ଟାଉନ ଠାରେ ଥିବା ଯାଜପୁର ପୋଷ୍ଟାଲ ଡିଭିଜନର ସୁପରିଟେଣ୍ଡ ଅଶୋକ କୁମାର ରଥଙ୍କ ଚାକିରୀକାଳ ଆସନ୍ତା ତା. ୩୦/୦୬/୨୦୨୩ରେ ଶେଷ ହୋଇଛି । ତାଙ୍କ ଅବସର ପରେ ଭୁବନେଶ୍ୱର ସିପିଏମଜି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶୁଭ୍ରାକାଶ ନାୟକଙ୍କୁ ଶ୍ରୀ ରଥ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ପୁରୁଣା ସୁପରିଟେଣ୍ଡ ଶ୍ରୀ ରଥଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ସହ ନୂଆ ସୁପରିଟେଣ୍ଡ ଶ୍ରୀ ନାୟକଙ୍କୁ ସ୍ୱାଗତ କରିଛନ୍ତି କର୍ମଚାରୀମାନେ

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close