ଯାଜପୁରର ପୂର୍ବତନ ଲୋକସଭା ସାଂସଦ ମୋହନ ଜେନାଙ୍କ ଦେହାନ୍ତ
ଯାଜପୁର: ଯାଜପୁର ଲୋକସଭା କ୍ଷେତ୍ରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ଦେହାନ୍ତ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାଙ୍କ ଅମର ଆତ୍ମାର ଶଦ୍ଦଗତି ହଉ ।
Live Share Market