ଯୁବ କଂଗ୍ରେସ କର୍ମୀଙ୍କ ତରଫରୁ କଂଗ୍ରେସ ଭବନ ନିକଟରେ ରାସ୍ତାରୋକ
ଭୁବନେଶ୍ପର,୨୭/୯(ବିଭୂତି ଭୂଷଣ ଜେନାଙ୍କ ଠାରୁ): ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ କଂଗ୍ରେସ ଭବନ ନିକଟରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଉପସ୍ଥିତରେ ଆଜି ପ୍ରାୟ ୫୦୦ ଯୁବ କର୍ମୀ ଭାରତ ବନ୍ଦ ଡାକରାରେ ରାସ୍ତାରୋକ ରାସ୍ତାରୋକ କରିଥିଲେ ।
Live Share Market