ଦଶରଥପୁର ଅଂଚଳର ସମାଜସେବୀ ନିରଞ୍ଜନ ମହାପାତ୍ରଙ୍କ ଏକାଦଶାହ ଅନୁଷ୍ଠିତ

ଯାଜପୁର,୧୦/୭(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ମଂଗଳପୁର ଅଂଚଳର ଖାନନଗର ନିକଟବର୍ତୀ ଲାଲବାଗ ଗ୍ରାମର ସମାଜସେବୀ ନିଞ୍ଜଜନ ମହାପାତ୍ରଙ୍କ ଗତ ତା.୩୦/୦୬/୨୦୨୧ରେ ପରଲୋକ ଘଟିଥିଲା । ତାଙ୍କ ବିୟୋଗରେ ବହୁ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଥିଲେ । ଆଜି ତାଙ୍କର ଏକାଦଶାହ କ୍ରିୟା ଗ୍ରାମରେ କୋଭିଡ଼ କଟକଣା ମଧ୍ୟରେ ପାଳିତ ହେଉଅଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close