ଜନତା ସେବା ସମିତି ତରଫରୁ ୱାଟର କୁଲର୍ ଓ ଅନାଥ ଆଶ୍ରମରେ ଡ୍ରେସ୍ ବଣ୍ଟନ

ବ୍ୟାସନଗର; ୨୮/୦୩ ( ବସନ୍ତ କୁମାର ପାତ୍ରଙ୍କ ଠାରୁ): ଜନତା ସେବା ସମିତି ତରଫରୁ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ୱାଟର କୁଲର୍ ମେସିନ୍  ପ୍ରଦାନ । ସମିତି ତରଫରୁ ଲୋକମାନଙ୍କ ସୁବିଧା ଓ ଲୋକମାନେ କିପରି ଥଣ୍ଡା  ପାଣି ପାଇପାରିବେ ତାହାର ସୁବିଧା କରାଯାଇଥିଲା।  ବ୍ୟାସ ସରୋବର ଠାରେ ଥିବା ଅନାଥ ଆଶ୍ରମରେ କୁନିକୁନି ପିଲା ମାନଙ୍କୁ ଡ୍ରେସ୍ ବଣ୍ଟନ କରାଯାଇଥିଲା।  ଏଥିରେ କମିଟି ପକ୍ଷରୁ ଅଭିନାଶ କୁମାର, ରାଜେନ୍ଦ୍ର ତ୍ରିବେଦୀ, ରାମ କୁମାର ରାୟ, ଅଞ୍ଜନ ମଣ୍ଡଲ, ସଞ୍ଜିତ୍ ସାହୁ, ଜ୍ଞାନ୍ ରାଉତ, ଅଜିତ୍ ରାଉତ, ବିପିନ ନିଗମ, ଏଷ ପତି, ନୀଳାମ୍ବର ପଣ୍ଡା, ସନ୍ଦୀପ, ସୋନୁ, ମହେଶ, ପରବୀନ, କାହ୍ନୁ ପ୍ରଧାନ, ସଲିଲ, ମାନସ, ନୀଳାମ୍ବର ପଣ୍ଡା ଓ ରାଜେଶ କୁମାର ରାଉତ ପ୍ରମୁଖ ସହଯୋଗ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close