ଅବସରପ୍ରାପ୍ତ ଶିକ୍ଷକ ଅଶ୍ୱିନୀ ଦାସ ଓ ତାଙ୍କ ପତ୍ନୀ ଅନାଥ କନ୍ୟାଶ୍ରମରେ ପାଳିଲେ ନବବର୍ଷ

ବ୍ୟାସନଗର,୦୨/୦୧: ବ୍ୟାସନଗର ପୈାରାଂଚଳର ସର୍ବପୁରାତନ ତଥା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଶ୍ୱିନୀ ଦାସ ଓ ତାଙ୍କ ପତ୍ନୀ ମିନାକ୍ଷୀ ମଞ୍ଜରୀ ଦାସ ଇଂରାଜୀ ନବବର୍ଷ-୨୦୨୧ ଉପଲକ୍ଷେ ବ୍ୟାସନଗର ସ୍ଥିତ ଅନାଥ କନ୍ୟାଶ୍ରମକୁ ଯାଇ ସେଠାକାର ଅନ୍ତେବାସୀ ଛାତ୍ରୀଙ୍କ ସହ ମିଶି ଓ ସେମାନଙ୍କୁ ଖାଦ୍ୟ ବଂଟନ କରି ସେଠାରେ ନବବର୍ଷ ପାଳନ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close