ଭୁବନ ବ୍ଲକ ଅଁଳାଝରୀ ଗ୍ରାମରେ ମା’ ସ୍ଥାନପତିଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଭୁବନ,୧୧/୧୨(ସଚ୍ଚିଦାନନ୍ଦ ନାଥଙ୍କ ଠାରୁ): ଢ଼େଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅର୍ନ୍ତଗତ ଯେଉଁ ଅଁଳାଝରୀ ଗ୍ରାମକୁ ବଣ ଜଂଗଲ ଘେରା ଅଂଚଳ ପାଇଁ ଦିନେ ଲୋକେ ଆସିବାକୁ ଡରୁଥିଲେ ଆଜି ସେହି ଗ୍ରାମ ବିଭିନ୍ନ ଦିଗରୁ ଉନ୍ନତି ପଥରେ ଆଗେଇ ଚାଲିଛି । ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଗ୍ରାମବାସୀମାନଙ୍କ ମିଳିତ ସହଯୋଗରେ ଗ୍ରାମରେ ମା’ ସ୍ଥାନପତି ମନ୍ଦିର ନିର୍ମିତ ହୋଇ ଆଜି ଏହାର ପ୍ରତିଷ୍ଠା କରାଯାଇଛି । ଗ୍ରାମର ବରିଷ୍ଠ ବ୍ୟକ୍ତି ଗ୍ରାମକୁ କରୋନା ଭଳି ମହାମାରୀ ବେଳେ କିଛି ଅଘଟଣ ଆସି ନାହିଁ ବୋଲି ସୂଚାଇବା ସହ ଗ୍ରାମକୁ ମା’ ସ୍ଥାନପତିଙ୍କ କୃପାରୁ କୈାଣସି ବିପଦ ଆସିବ ନାହିଁ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close