![](https://udayabataenews.com/r3e/uploads/2022/04/IMG-20220402-WA0028-780x405.jpg)
ସ୍କୃତିଲିପି ପକ୍ଷରୁ କବି ଅଶୋକ କୁମାରଙ୍କୁ ଉତ୍ତରୀୟ ପ୍ରଦାନ
କେନ୍ଦୁଝର/ଆନନ୍ଦପୁର ; ୦୨/୦୪ (ନି ପ୍ର ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମାଟିର ପରିଚିତ କବି ଅଶୋକ କୁମାର ପୁହାଣଙ୍କର ଶୁଭଜନ୍ମଦିନ ଅବସରରେ ବାଲୁଙ୍କେଶ୍ଵର ମନ୍ଦିର ଫକିରପୁର ଠାରେ ନିରାଡମ୍ବରପୁର୍ଣ୍ଣ ଭାବେ ପାଳନ କରାଯାଉଥିବା ବେଳେ ଭୁବନ ମୋହନ ମହାନ୍ତି ଉପସ୍ଥିତ ରହି ତାଙ୍କର ସଂପାଦନାରେ ପ୍ରକାଶିତ ସ୍କୃତିଲିପି ସାହିତ୍ୟ ପତ୍ରିକା ଓ ସତ୍ୟନାରାୟଣ ପାଠାଗାର ପକ୍ଷରୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ପୁସ୍ତକ ପ୍ରଦାନ କରି ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ। ତାଙ୍କର ଏପରି ପ୍ରତିଭାକୁ ନେଇ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।
Live Share Market