ଆମ ରାଜ୍ୟରେ ବିହାରି ଲୁଟୁଛନ୍ତି ଓଡିଆଙ୍କୁ

ମୟୁରଭଞ୍ଜ ; ୧୫/୦୩ (ଲକ୍ଷ୍ମି ନାରାୟଣ ରାଉତରାୟଙ୍କ ଠାରୁ) : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖୁଣ୍ଟାପୋଷି ବିଦେଶୀ ମଦ ଦୋକାନ ସାମନାରେ ବିଲ ପାଇଁ ଯୋରଦାର ଝଗଡା ନା ଅଛି ବିଲ୍ ନା ଅଛି ବିଲ୍ ମେସିନ ।ଆଖ ପାଖ ଦଶ କି.ମି. ଭିତରେ ଏହା ଏକମାତ୍ର ସରକାରୀ ଲିଜ ମଦ ଦୋକାନ ,ଯାହାର ମାଲିକ ଜଣେ ବିହାରି ବୋଲି ଜଣା ପଡିଛି ।ପ୍ରତ୍ୟେକ ମଦ ପ୍ରିଣ୍ଟ ଦାମ ରୁ ଅଧିକ କୋଡିଏ ଟଙ୍କା ଦରରେ ବିକ୍ରି କରାଯାଉଛି ।ପଚାରିଲେ ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି ।ସେଥି ପାଇଁ ଲୋକମାନେ ଝଗଡା କରୁଥିଲେ ।ସରକାର କହୁଛନ୍ତି ପ୍ରତ୍ୟେକ ଜିନିଷ କିଣିବା ସମୟରେ ଉଚିତ ଦରଦାମ ଦେଖି କିଣିବା ସହିତ ବିଲ୍ ମାଗିବ ।ହେଲେ ଏଠି ବିଲ୍ ମାଗିଲେ ମିଳୁଛି ଗାଳି ।ମଦ ପିଇବା ଲୋକ କଣ ଦେଶର ନାଗରିକ ନୁହଁନ୍ତି ।ଯଦି ମଦୁଆ ମାନେ ଖରାପ ,ତାହେଲେ ମଦ କାହିଁକି ବିକ୍ରୀ କରାଯାଉଛି ।ଯଦି ବିକ୍ରି କରାଯାଉଛି ଠିକ୍ ମୂଲ୍ୟ ଓ ବିଲ୍ ଦିଆଯାଉ ।ଯାହା ଫଳରେ ଜନସାଧାରଣଙ୍କର ଟଙ୍କାଟା ସରକାରଙ୍କ ପାଖକୁ ଯାଉ ।ଏଭଳି ବାଟମାରଣା ନ ହେଉ ।ସେଥିପ୍ରତି ଜନସମାଜ ସହିତ ସରକାର ମଧ୍ୟ ସଚେତନ ରୁହନ୍ତୁ ।ଯେଉଁ ଅଧିକ ଟଙ୍କାଟା ଦୋକାନିର ପକେଟକୁ ନ ଯାଉ ।ଆମ ତରଫରୁ ଜନ ସାଧାରଣକୁ ଅନୁରୋଧ ଜିନିଷ କିଣିବା ସମୟରେ ଉଚିତ ମୁଲ୍ୟ ସହ ବିଲ୍ ମାଗନ୍ତୁ ଏବଂ ନିଜେ ସଚେତନ ହବା ସହ ଅନ୍ୟକୁ ସଚେତନ କରାନ୍ତୁ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close