ଯାଜପୁର ଜିଲ୍ଲାରେ ୧୦ ବ୍ଲକରେ ନୂଆ ଅଧ୍ୟକ୍ଷା ଆଜି ନିର୍ବାଚିତ

ଯାଜପୁର, ୧୨/୩: ଯାଜପୁର ଜିଲ୍ଲାର ୧୦ଟି ବ୍ଲକ ପାଇଁ ଅଧ୍ୟକ୍ଷ ଲାଗି ଆଜି ଭୋଟ ହୋଇଥିଲା । ପ୍ରବଳ ଛକାପଂଝା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜେଡି ବିଭିନ୍ନ ବ୍ଲକରେ ଭଲ ସ୍ଥିତିରେ ଥିଲେ ବି କେତେକ ସମିତି ସଭ୍ୟଙ୍କୁ ନିଜ ସପକ୍ଷରେ ମନାଇ ଭୋଟ ଦେବା ପାଇଁ ଟଣାଓଟରା କରିବା, ଘୋଡା ବେପାର ଭଳି ପରିସ୍ଥିତି ହୋଇଥିଲା । ଆଜି ଘୋଷିତ ହୋଇଥିବା ଚେୟାରମ୍ୟାନମାନେ ହେଲେ-୧) ଧର୍ମଶାଳା-ପ୍ରଭାତ ବଳବନ୍ତରାୟ, ୨) କୋରାଇ-ଜୟନ୍ତୀ ଦଳେଇ, ୩) ବଡ଼ଚଣା-ମିନତୀ ସେନାପତି, ୪) ରସୁଲପୁର-ଅରୁଣ କୁମାର ରାଉତ, ୫) ଯାଜପୁର-ସ୍ୱର୍ଣ୍ଣଲତା ପରିଡା, ୬) ଦାନଗଦି-ଅର୍ଚ୍ଚନା ଦାସ, ୭) ସୁକିନ୍ଦା-ଦିବ୍ୟରଂଜନ ବରାଳ, ୮) ଦଶରଥପୁର-ଦିଗାମ୍ବର ମଲ୍ଲିକ, ୯) ବରୀ-ଅଶୋକ କୁମାର ଗେଡି, ୧୦) ବିଝାଂରପୁର-ରଂଜିତା ଦାସ ପ୍ରମୁଖ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close