୧୧ ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କଲେ ମାନ୍ୟବର ବିଧାୟକ ଅଶୋକ ବଳ

ଯାଜପୁର/ରସୁଲପୁର; ୨୪/୦୨ (ନି ପ୍ର ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ବା ଶେଷ ପର୍ଯ୍ୟାୟର ଭୋଟ ଗ୍ରହଣ ସରିଛି । ଏହି କ୍ରମରେ କୋରେଇ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ୯ ପଞ୍ଚାୟତ ରସୁଲପୁର ବ୍ଲକ ଅଧିନରେ ରହିଛି । ରସୁଲପୁର ବ୍ଲକ ଅଧିନସ୍ଥ ପଞ୍ଚାୟତ ଗୁଡିକରେ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ କୋରେଇର ମାନ୍ୟବର ବିଧାୟକ ଶ୍ରୀ ଅଶୋକ କୁମାର ବଳ ରସୁଲପୁର ବ୍ଲକ ଅନ୍ତର୍ଗତ ଗନ୍ଧଣ ପଞ୍ଚାୟତର ବାସିନ୍ଦା ହୋଇଥିବା କାରଣରୁ ବିଧାୟକ ଶ୍ରୀ ବଳ ଗନ୍ଧଣ ପଞ୍ଚାୟତର ୧୧ ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close