ଏ ବର୍ଷ ମକର ସଂକ୍ରାନ୍ତି ରେ ଭୀମକୁଣ୍ଡ ଜନଶୁନ୍ୟ

ମୟୁରଭଞ୍ଜ ; ୧୪/୦୧ ( ଲଷ୍ମୀ ନାରାୟଣ ରାଉତରାୟଙ୍କ ଠାରୁ ): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ତିର୍ଥ ସ୍ଥାନ ଭାବରେ ପରିଚିତ ବୈତରଣୀ ନଦୀ କୂଳରେ ଅବସ୍ଥିତ ଭୀମକୁଣ୍ଡ। ମକର ସଂକ୍ରାନ୍ତି ରେ ଏବର୍ଷ ଜନ ସମାଗମ ପାଇଁ ଲାଗିଛି ରୋକ। ପ୍ରତି ବର୍ଷ ମକର ସଂକ୍ରାନ୍ତି ଅବସରରେ ବିଭିନ୍ନ ସ୍ଥାନରୁ ଲୋକମାନେ ବୁଲିବାକୁ ଆସିଥାନ୍ତି ।ଏବର୍ଷ ଓମିକ୍ରନ କାରଣରୁ ଭୀମକୁଣ୍ଡ ଜନଶୁନ୍ୟ ହୋଇଯାଇଥିଲା ।ଠାକୁରମୁଣ୍ଡା ପୋଲିସ ପ୍ରଶାସନ ତରଫରୁ ସେ ସ୍ଥାନକୁ ନ ଯିବାକୁ  ପୂର୍ବରୁ ସୁଚନା ଦିଆଯାଇଥିଲା । ସମସ୍ଥ କର୍ମୀଙ୍କ ଉପସ୍ଥିତିରେ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା ।ଏବର୍ଷ ମକର ସଂକ୍ରାନ୍ତିରେ ଆଖପାଖରେ ଥିବା ଗ୍ରାମଗୁଡିକର ଲୋକମାନେ ମନ ଦୁଃଖରେ କଟାଇଥିଲେ ।ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଅନୁରୋଧ ଏହି ଓମିକ୍ରନ ସଂକ୍ରମଣ ରୁ ରକ୍ଷା ପାଇବାକୁ ହେଲେ ବାହାରକୁ ଯାଆନ୍ତୁ ନାହିଁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close