ଲେଖିକା,ଗାଳ୍ପିକା,ଅଧ୍ୟାପିକା ରୀନା ମହାପାତ୍ରଙ୍କ ପରଲୋକ

ବ୍ୟାସନଗର ; ୦୯/୧୨ (ବସନ୍ତ କୁମାର ପାତ୍ରଙ୍କ ଠାରୁ) : ଓଡ଼ିଶାର ଜଣେ ଜଣାଶୁଣା ଲେଖିକା , ଗାଳ୍ପିକା, ଅଧ୍ୟାପିକା ରୀନାମହାପାତ୍ରଙ୍କର ଗତକାଲି ରାତ୍ରି ୧୦ଘ .୩୦ ମି ସମୟରେ ଦେହାନ୍ତ ହୋଇଛି। ସେ ଦିର୍ଘଦିନ ଧରି କର୍କଟରୋଗରେ ପିଡିତ ଥିଲେ । ତାଙ୍କର ପ୍ରକାଶିତ କେତୋଟି ପୁସ୍ତକ ମଧ୍ୟରୁ ସଂଗୀତ କୁସୁମ ପାଇଁ ପାଠକୀୟ ଆଦୃତ ପାଇବା ସହିତ ବେଶ ପରିଚୟ ହୋଇଥିଲେ। ଏକାଧାରାରେ ‘ ସେଥିଲେ ଜଣେ ପ୍ରାବଂଧୂକ,କବୀ, ଗାଳ୍ପିକା ଏହାସହିତ ବ୍ୟାସନଗର ସହ ଯାଜପୁର ଜିଲ୍ଲାର ସମସ୍ତ ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତିକ ଅନୁଷ୍ଠାନ ସହିତ ଓତପ୍ରୋତ ଭାବେ ସେ ଜଡିତ ଥିଲେ । ସେଥିପାଇଁ ତାଙ୍କୁ କୋରେଇ ମଣ୍ଡଳ ସାହିତ୍ୟ ସଂସଦ ସମ୍ମାନ ,ସ୍ମୃତିଲିପି ସମ୍ମାନ ,ଗୋକର୍ଣ୍ଣିକା ସମ୍ମାନ ,ସାହିତ୍ୟବାର୍ତ୍ତା ସମ୍ମାନ , ଶୁଭଶଂଖ ସମ୍ମାନ, ବୋଲେହୁଁଟି ସମ୍ମାନ,ସହିତ ଅନେକ ସମ୍ମାନ ପାଇଥିବାବେଳେ ଆକାଶବାଣୀ ଓ ଦୁରଦର୍ଶନରେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ସ୍ୱତନ୍ତ୍ର ପରିଚୟ ସ୍କୃଷ୍ଟି କରିଥିଲେ। ତାଙ୍କର ବିୟୋଗ ସ୍ଥାନୀୟ ବ୍ୟାସନଗର ଓ ଯାଜପୁର ଜିଲ୍ଲାପାଇଁ ଅପୁରଣୀୟ ହୋଇ ରହିଯିବ। ତାଙ୍କର ବିୟୋଗରେ କୋରେଇ ମଣ୍ଡଳ ସାହିତ୍ୟ ସଂସଦର ସଭାପତି ନନ୍ଦ କିଶୋର ସିଂହ ସଂପାଦକ ପଣ୍ଡିତ ସୁର୍ଯ୍ୟମଣି ଖୁଣ୍ଟିଆ,ସ୍କୃତିଲିପିର ସଂପାଦକ ଭୁବନ ମୋହନ ମହାନ୍ତି କାର୍ଯ୍ୟ ନିର୍ବାହୀ ସଂପାଦକ ଦୟାନିଧି ନାୟକ ,ଆଜ୍ଞା ନମସ୍କାର ସଂପାଦକ ବାଇଧର ମାଝୀ , ଚିରନ୍ତନୀର ସଂପାଦିକା ସଂଯୁକ୍ତା ମହାପାତ୍ର ,ବଉଳଫୁଲର ସଂପାଦିକା ବ୍ରଜେଶ୍ଵରୀ ସିଂ,ମୃଗତନ୍ଦ୍ରାର ସଂପାଦିକା ପ୍ରଣତି ହୋତା , ଆମ ସାହିତ୍ୟ ପରିବାର ସଭାପତି ଅଲେଖ ଚନ୍ଦ୍ର ମହାରଣା ସଂପାଦକ ସରୋଜ କୁମାର ଶତପଥି,ମାଆ କାମୁଡ଼େଇ ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ଶରତ କୁମାର ଦାସ ସଂପାଦକ ସୁକର୍ଣ୍ଣରାଉତ , ଶୁଭଶଂଖର ସଂପାଦକ ଡ. ଶରତ ରାୟ ,ଟିକିଟିକି ତାରା ଫୁଲ ସଂପାଦିକା ପ୍ରଭାତି ରାଉତ, ସୁକିନ୍ଦା ସାହିତ୍ୟ ସମାଜର ସଂପାଦକ ଅଧ୍ୟାପକ ହିମାଂଶୁ ଦ୍ଵିବେଦୀ,ନୀଳାଚଳ ସାହିତ୍ୟ ସଂସଦର ସଂପାଦକ ପଣ୍ଡିତ ଅକ୍ଷୟ କୁମାର ଦାଶ , ଗୋକର୍ଣ୍ଣିକା ର ସଂପାଦକ ରମାକାନ୍ତ ଜେନା ,ଜିଲ୍ଲା ଲେଖକ ସମ୍ମେଳନର ସଭାପତି ଡ. ରୁଦ୍ରନାରାୟଣ ପୃଷ୍ଠି,ପ୍ରାଧ୍ୟାପକ ଶିବଚରଣମାଝୀ ,ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି ,ଅଧ୍ୟାପକ ମଳୟକୁମାର ମଲ୍ଲିକ ରାଜ୍ୟ,ମହିଳା କଂଗ୍ରେସର ସଭାନେତ୍ରୀ ବ°ଦିତା ପରିଡା ବ୍ୟାସନଗର ପୌର ପରିଷଦର ପୁର୍ବତନ ଅଧ୍ୟକ୍ଷା ସବିତା ରାଉତ ,ଅକ୍ଷୟ କୁମାର ବାରିକ,ନବଘନ ସ୍ଵାଇଁ,ବିନୋଦ ବିହାରୀ ସାହୁ , ଡ. ମୋହନ ଚରଣ ଖୁଣ୍ଟିଆ,ମନମୋହନ ଆଇଚ,ପୁର୍ଣ୍ଣଚନ୍ଦ୍ର ଦାଶ ,ପଣ୍ଡିତ ଯୁଗୋଳ ମିଶ୍ର, ମଧୁସ୍ମିତା ନାୟକ , ଡ. ପ୍ରଜ୍ଞା ପ୍ରବର୍ତ୍ତିତା ଦାଶ , ଡ.କୁଶଧ୍ବଜ ପ୍ରଧାନ,ଡା ପ୍ରସନ୍ନ କୁମାର ସାହୁ ଯୋଗିନ୍ଦ୍ରନାଥ ସାହୁ, ଡ.ରମେଶ ଚନ୍ଦ୍ର ମହାନ୍ତି.ଇଂ ନନ୍ଦ ମହାନ୍ତି ,ସଂଧ୍ୟାରାଣୀ ଘଡ଼େଇ , ହିରଣମୟୀ ମହାନ୍ତି , ଅଶାନ୍ତି ସାମଲ ,ଦିପ୍ତିମୟୀ ସାମଲ ,ନାରାୟଣ ଚନ୍ଦ୍ର ନାୟକ ,ମହେଶ୍ଵର ନାୟକ ,ସତ୍ୟନାରାୟଣ ମହାନ୍ତି , ସମାଜ ସେବୀ ରାଜେନ୍ଦ୍ର କୁମାର ବିଶ୍ଵାଳ ,ହେମନ୍ତ କୁମାର ଧିର , ଅଧ୍ୟାପକ କୈଳାସ ଚନ୍ଦ୍ର ରାଉତ , ଉଦୟବଟ ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ, ରାଜ୍ୟ ମାନବାଧିକାର କର୍ମୀ ଦୀପକରଞ୍ଜନ ପ୍ରମୁଖ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close