ଶିଶୁ ସାହିତିକା ବ୍ରଜେଶ୍ବରୀ ସିଂହ ସମ୍ବର୍ଦ୍ଧିତ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ବ୍ୟାସନଗର: ଯାଜପୁର ଜିଲ୍ଲାର ବିଶିଷ୍ଠ ଶିଶୁ ସାହିତ୍ୟିକl ତଥା ସଂପାଦିକା ବ୍ରଜେଶ୍ବରୀ ସିଂହଙ୍କୁ ଜଗନ୍ନାଥ ସାହିତ୍ୟ ପରିଷଦ, ଖୋର୍ଦ୍ଧା ତରଫରୁ ” କୁନ୍ତଳା କୁମାରୀ କବିତା ସମ୍ମାନ”ରେ ସମ୍ମାନିତ କରାଯାଇଅଛି l ଶ୍ରୀମତୀ ସିଂହ ପିଲାଟି ଦିନରୁ ଲେଖନୀ ଚାଳନା କରି ଆସୁଛନ୍ତି l ବଉଳଫୁଲର ସଂପାଦିକା ଭାବରେ ସାରା ଓଡିଶାରେ ସୁପରିଚିତ ଏବଂ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି l ବହୁ ଶିଶୁ କବିତା, ଗଳ୍ପ, ପ୍ରବନ୍ଧ, ଭଜନ ତାଙ୍କର ଅନେକ ପତ୍ର ପତ୍ରିକା ଓ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇ ପାଠକୀୟ ସ୍ୱୀକୃତି ଲାଭ କରିଛି l.ସାହିତ୍ୟରେ ଋଚି ରଖିଥିବା ଶ୍ରୀମତୀ ସିଂହଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ଜଗନ୍ନାଥ ସାହିତ୍ୟ ପରିଷଦ ତାଙ୍କୁ ” କୁନ୍ତଳା କୁମାରୀ କବିତା ସମ୍ମାନ “ରେ ସମ୍ମାନିତ କରିଥିବାରୁ ତାଙ୍କୁ ସାହିତ୍ୟିକ ବନ୍ଧୁମାନେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଶ୍ରୀମତୀ ସିଂହ ଅନୁଷ୍ଠାନର ଉପଦେଷ୍ଟା, ସଭାପତି, ସଂପାଦିକା , ତଥା କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l
Live Share Market