ଶିଶୁ ସାହିତିକା ବ୍ରଜେଶ୍ବରୀ ସିଂହ ସମ୍ବର୍ଦ୍ଧିତ

ବ୍ୟାସନଗର: ଯାଜପୁର ଜିଲ୍ଲାର ବିଶିଷ୍ଠ ଶିଶୁ ସାହିତ୍ୟିକl ତଥା ସଂପାଦିକା ବ୍ରଜେଶ୍ବରୀ ସିଂହଙ୍କୁ ଜଗନ୍ନାଥ ସାହିତ୍ୟ ପରିଷଦ, ଖୋର୍ଦ୍ଧା ତରଫରୁ ” କୁନ୍ତଳା କୁମାରୀ କବିତା ସମ୍ମାନ”ରେ ସମ୍ମାନିତ କରାଯାଇଅଛି l ଶ୍ରୀମତୀ ସିଂହ ପିଲାଟି ଦିନରୁ ଲେଖନୀ ଚାଳନା କରି ଆସୁଛନ୍ତି l ବଉଳଫୁଲର ସଂପାଦିକା ଭାବରେ ସାରା ଓଡିଶାରେ ସୁପରିଚିତ ଏବଂ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି l ବହୁ ଶିଶୁ କବିତା, ଗଳ୍ପ, ପ୍ରବନ୍ଧ, ଭଜନ ତାଙ୍କର ଅନେକ ପତ୍ର ପତ୍ରିକା ଓ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇ ପାଠକୀୟ ସ୍ୱୀକୃତି ଲାଭ କରିଛି l.ସାହିତ୍ୟରେ ଋଚି ରଖିଥିବା ଶ୍ରୀମତୀ ସିଂହଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ଜଗନ୍ନାଥ ସାହିତ୍ୟ ପରିଷଦ ତାଙ୍କୁ ” କୁନ୍ତଳା କୁମାରୀ କବିତା ସମ୍ମାନ “ରେ ସମ୍ମାନିତ କରିଥିବାରୁ ତାଙ୍କୁ ସାହିତ୍ୟିକ ବନ୍ଧୁମାନେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଶ୍ରୀମତୀ ସିଂହ ଅନୁଷ୍ଠାନର ଉପଦେଷ୍ଟା, ସଭାପତି, ସଂପାଦିକା , ତଥା କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close