ବାରାଖାଇରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଯାଜପୁର;୦୩/୧୨(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଡ଼ିସେମ୍ବର ଦୁଇ ତାରିଖ ବୁଧବାର ରଣାଗୁଣ୍ଡି ପଞ୍ଚାୟତର ବାରାଖାଇ ଗ୍ରାମର ପରମେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ଓ ଭୂମିକା ହସ୍ପିଟାଲ ଯାଜପୁର ରୋଡ ଅନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସିବିରରେ କୋଳିପାଳ, ନୀଳକଣ୍ଠ ପୁର, ମଣ୍ଡପଡା, ବାଘୁଆ ପାଳ, ରଗଡା, ରାମ୍ପିଲୋ, ଗଡ଼ିଗଠ, ଶୂଳିଆ, ନଣ୍ଡାବର, ଏହିସବୁ ଗ୍ରାମରୁ ଅନେକ ଲୋକ ନିଜ ନିଜର ଆଖି ମାଗଣାରେ ପରୀକ୍ଷା କରାଇଥିଲେ l ହସ୍ପିଟାଲ ତରଫରୁ ରୋଗୀମାନଙ୍କ ପାଇଁ ରହିବା, ଖାଇବା, ଯିବା ଆସିବା, ଔଷଧ, ଚଷମା, ଅପରେସନ, ସମସ୍ତ ପ୍ରକାର ସୁବିଧା ମାଗଣାରେ ଯୋଗାଇ ଦିଆଯାଥିଲା l ଏହି ଶିବିରରେ ମେଡିକାଲର ଦେବେନ୍ଦ୍ର ସେଠି CHM ଜାରକା, ଅରୁଣ ମହାରଣା CHM ଯାଜପୁରରୋଡ, ଅଭିଲିପ୍ସା ମହାରଣା, ଲକ୍ଷ୍ମୀ ପଣ୍ଡିତ, ବସନ୍ତ କୁମାର ପାତ୍ର ଓ ବlରଖାଇ ପରମେଶ୍ୱର ମହାଦେବ କମିଟିର ଦୀନବନ୍ଧୁ ପେରେଇ, ରବୀନ୍ଦ୍ର କୁମାର ସାହୁ, କାରମଚାନ୍ଦ ଉତର କବାଟ, ଅଶୋକ ଜେନା, ଲୋକନାଥ ମୁଦୁଲି ପ୍ରମୁଖ ଏହି ଶିବିରରେ ସହଯୋଗ କରିଥିଲେ l 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close