Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଗାଁ ସାଥୀ ସଂଘ ତରଫରୁ ଶାନ୍ତି ପୂର୍ଣ୍ଣ ଧାରଣା ଓ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ହାଟଡିହି ; ୨୭/୧୦ (ବ୍ୟୁରୋ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ସମସ୍ତ୍ ପଞ୍ଚାୟତ ରେ ଥିବା ଗାଁ ସାଥୀ ଓ ମେଟ୍ ମାନଙ୍କ ର ହାଟଡିହି ବ୍ଲକ ସାମ୍ନାରେ ଶାନ୍ତି ପୂର୍ଣ୍ଣ ଧାରଣା ଓ ବି ଡି ଓ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଓ ବି ଜେ ଡି ସରକାର ଙ୍କ ରାଜ୍ୟ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମହୋଦୟ ଏବଂ ଜିଲ୍ଲ ପ୍ରଶାସନିକ ଅଧିକାରୀ ଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ପ୍ରଦାନ କରାଯାଇଛି l ସଂଘର ସଭାପତି ଶଶଧର ସେଠି ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ୨୦୦୮ ମସିହା ରୁ ସରକାରଙ୍କ ତରଫରୁ ଦିଆଯାଇଥିବା ନିୟମାବଳୀ ଅନୁଯାୟୀ ଯୋଗ୍ୟ ପାର୍ଥି ଚୟନ କରାଯାଇ ନିଯୁକ୍ତି ଦିଆଯାଇ ଥିଲା l ହେଲେ ସାରାରାଜ୍ଯରେ ଥିବା ଗାଁ ସାଥୀ ମାନଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ, ଆବଶ୍ୟକୀୟ ଡାଟାବେସ୍ ଉପକରଣମାନ ଯୋଗାଇଦେବା ଓ ଉପଯୁକ୍ତ ପାଉଣା,ଜବ କାର୍ଡ଼ ଧାରୀ ଙ୍କୁ ଶହେ ଦିନ ପରିବର୍ତ୍ତେ ଦୁଇଶହ ଦିନ କାର୍ଯ୍ୟlଦେଶ ର ମଞ୍ଜୁରୀ ମାସକୁ ୮୦୦୦ ହାଜର ରୁ ଉର୍ଦ୍ଧ ପ୍ରୋତ୍ସାହନ ରାଶି ପ୍ରଦାନ ଇତ୍ୟାଦି ବିଷୟରେ ପାଞ୍ଚ ଦଫା ଦାବି ସମ୍ପର୍କରେ ଦାବିପତ୍ର ପ୍ରଦାନ ହାଟଡିହି ବି ଡି ଓ ବିନିତା ବିଜୟନୀ ମହୋଦୟl ଙ୍କୁ ପ୍ରଦାନ କରିଛନ୍ତି l ସଂଘର ସମସ୍ତ ସକ୍ରିୟ ସଭ୍ଯ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶାନ୍ତି ପୂର୍ଣ୍ଣ ଭାବେ ସମସ୍ତ କାର୍ଯ୍ୟ କରାଯାଇଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close