ସମାଜସେବୀଙ୍କ ବିୟୋଗରେ ରାମଚନ୍ଦ୍ରଙ୍କ ଶୋକ ବାର୍ତା

ପାଣିକୋଇଲି,୨୧/୧୦: ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଂଚଳର ବିଶିଷ୍ଟ ସମାଜସେବୀ, ପୂର୍ବତନ କାଳିଆପାଣି ସ୍ଥିତ ‘ଟିସ୍କୋ’ ମାଇନ୍ସର ଅଧିକାରୀ ଉପେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଉଛି । ଏଥିସହିତ ନିକଟ ଦିନରେ ବ୍ୟାସନଗର ଓ କୋରାଇ ଅଂଚଳରେ କିଛି ଅମୂଲ୍ୟ ବ୍ୟକ୍ତିଙ୍କ ଦେହାନ୍ତ ହୋଇଛି । ସେମାନଙ୍କ ବିୟୋଗରେ ପାଣିକୋଇଲି ଅଂଚଳର ବିଶିଷ୍ଟ ସମାଜସେବୀ ତଥା କୋରାଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ ଦୁଃଖ ପ୍ରକାଶ କରି ସମବେଦନା ଜଣାଇଛନ୍ତି । ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇ ତାଙ୍କ ଅମର ସଦ୍‌ଗତି ପୂର୍ବକ କିଛି ଭଲ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ରାମଚନ୍ଦ୍ର ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close