Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ମହାନ୍ତିପଡ଼ା ମା ମଙ୍ଗଳାଙ୍କ ପୀଠରେ ଦୁର୍ଗା ମାତାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ

ଆଗରପଡା/ବନ୍ତ; ୧୪/୧୦ (ବ୍ୟୁରୋ) : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ନିକଟସ୍ଥ ମହାନ୍ତିପଡା ଗ୍ରାମ ବାବାଜୀ ଚରଣ ସେଠୀଙ୍କ ଘରେ ଦୀର୍ଘ ଦିନଧରି ମା ମଙ୍ଗଳା ପୂଜା ପାଉଥିବା ବେଳେ ମା ଦୁର୍ଗାଙ୍କ ର ଦୁଇ ଦିନଧରି ସପ୍ତମୀ ଅଷ୍ଟମୀ ପୂଜା କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ମା ଙ୍କର ଏହି ପିଠାକୁ ବହୁ ଦୂରଦୂରାନ୍ତରୁ ଭକ୍ତ ମାନେ ନିଜ ମାନସିକ ପୂର୍ଣ୍ଣ ନିମନ୍ତେ ମାଙ୍କର ଦର୍ଶନ ପାଇଁ ଛୁଟି ଆସନ୍ତି। ଭକ୍ତ ନିଜ ସୁବିଧା ଅସୁବିଧା କଥା ବୁଝିବାକୁ ଏହି ପିଠକୁ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ଆସି ଥାଆନ୍ତି। ମାଙ୍କ ପୀଠରେ ତୁଳସୀ ସେଠୀ ମାଙ୍କର ଆଶୀର୍ବାଦ ପାଇ ଭକ୍ତ ମାନଙ୍କ ସୁବିଧା ଅସୁବିଧା କଥା ବୁଝି ମାଙ୍କର ପାଦୁକ ଦେଇଥାନ୍ତି। ମା ଦୁର୍ଗା ଙ୍କର ପୂଜାରେ ରୀତିନୀତି ଆନୁସାରେ ପୂଜା କାର୍ଯ୍ୟ ସମ୍ପାଦନ ହୋଇଯାଇଛି ଏଥିରେ ତାଙ୍କ ପରିବାର ବର୍ଗ ମାଙ୍କର ପୂଜାରେ ସମସ୍ତ ଆୟୋଜନ କରିଥିଲେ। ତୁଳ ସେଠୀ, ରଞ୍ଜନ,ସିଲି,ଓଁକାର ଓଁପ୍ରକାଶ, ଆରତୀ, ପର୍ଶୁରାମ,ବେବିନା,ସତ୍ୟପ୍ରକାଶ ଙ୍କ ସହ ଅନ୍ୟ ଭକ୍ତଗଣ ପ୍ରମୁଖ ପୂଜାରେ ସହଯୋଗ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close