ଯାଜପୁରରେ ଜାତୀୟ ଲୋକ ଅଦାଲତ ଆସନ୍ତା ୧୯ ତାରିଖରେ

ଯାଜପୁର, ୧୫ା୯: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଲୋକ ଅଦାଲତ ଯାଜପୁର ସହର ସ୍ଥିତ ସିଭିଲ କୋର୍ଟ ପରିସରରେ ଚଳିତ ମାସ ୧୯ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ । ଏହି ଲୋକ ଅଦାଲତରେ ବିଭିନ୍ନ ମକଦ୍ଦମାର ପଂଏସଲା କରାଯିବ । ଏଥିରେ ବିଭିନ୍ନ ବକେୟା ମାମଲାଗୁଡିକର ତ୍ୱରିତ ବିଚାର କରାଯିବାର ବ୍ୟବସ୍ଥା କରାଯିବ । ଏହାର ସପଂଳ ରୂପାୟନ ନିମନ୍ତେ ଆଇନ ସେବା ପ୍ରାଧିକରଣର ସଂପାଦକ ଅବଗତ କରାଇଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close