ସ୍ୱର୍ଗତ ସୁଲୋଚନା ପଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

ଯାଜପୁର ; ୦୮/୦୯ (ବସନ୍ତ କୁମାର ପାତ୍ରଙ୍କ ଠାରୁ ) : ସ୍ୱର୍ଗତ ସୁଲୋଚନା ପଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ ହୋଇଯାଇଛି। ସେ ଜଣେ ଦୟାଶୀଳ, ଉଦାର ମଣିଷ ଥିଲେ । ଅଚଳ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଥିଲା।  ତାଙ୍କର ଏକ ପୁଅ ଓ ତିନି ଝିଅ ,ବଡ଼ଝିଅ -ନଳିନୀ ମହାନ୍ତି, ପୁଅ ବିକ୍ରମ ପଟନାୟକ,ଝିଅ ଗୀତା ପଟନାୟକ ଓ ମିତା ପଟନାୟକ। ସମସ୍ତ ଙ୍କର ବାହାଘର ହୋଇଥିଲେ ମଧ୍ୟ ମାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ସମସ୍ତେ ଉପସ୍ଥିତ ରହି  ସରକାରଙ୍କ କୋଭିଡ ନିୟମ ଅନୁସାରେ ପାଳନକରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close