ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଲେ ରଞ୍ଜନ ଗିରି

ଯାଜପୁୁର; ୨୯/୦୮(ବ୍ୟୁରୋ): ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ରଞ୍ଜନ କୁମାର ଗିିରି କାର୍ଯ୍ୟରେ ଯୋଗ ଦେଇଛନ୍ତି । କାର୍ଯ୍ୟାଳୟରେ ପହଂଚିବା ପରେ ତାଙ୍କୁ ସମସ୍ତ କର୍ମଚାରୀ ମାନେ ଭାବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ପୁର୍ବରୁ ସେ କ୍ଷେତ୍ରେଶ୍ୱରୀ ମା’ ବିରଜାଙ୍କ ଦର୍ଶନ କରି ଅଫିସ୍ କାର୍ଯ୍ୟରେ ଯୋଗଦେଇଥିବା ପ୍ରକାଶ । ପୁର୍ବରୁ ସେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଯାଜପୁର ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କୁ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ବଦଳି କରାଯିବା ପରେ ଏହି ପଦବୀ ଦିର୍ଘଦିନ ଧରି ଖାଲି ପଡ଼ିଥିଲା । ଶ୍ରୀ ଗିରି ଯୋଗ ଦେବା ପରେ ଜିଲ୍ଲା ସରକାରୀ ହାଇସ୍କୁଲ, ଏନ୍‌ଏସ୍‌ଏସ୍ ଶିକ୍ଷକ ସଂଘ ଓ ବିଭିନ୍ନ ସଂଘର କର୍ମକର୍ତ୍ତା ମାନେ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close